ନବୀନଙ୍କ ‘ଅମୂଲ୍ୟ’ ଦାନ ବଢାଇଛି ଓଡିଶାର ଗୌରବ
ଭୁବନଶ୍ୱେର: ଅମ୍ଲଜାନ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚାଲିଛି ରାଜନୈତିକ ବାକବିତଣ୍ଡା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର କୋର୍ଟ କଚେରୀରେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏପରିକି ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ରକୁ ଅକ୍ସିଜେନ ଅଭାବ ପାଇଁ ଦାୟୀ କରି!-->…
