Odia News Portal
Browsing Tag

Odisha Police

ସୁନା ଚୋରି ମାମଲାରେ କୋରାପୁଟର ଜଣେ ଆଇଆଇସି ନିଲମ୍ବିତ

ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ । ସୂଚନା ଦେଲେ କୋରାପୁଟ ଏସପି । ସୁନା କ୍ରୟକାରୀଙ୍କ ପଳାୟନରେ ଆଇଆଇସିଙ୍କ ଭୂମିକା ଥିବା ଅଭିଯୋଗରେ ତାଙ୍କ…

ଓଡିଶାରେ ୨୨ ଜଣଙ୍କୁ ମିଳିବ ସାହାସିକତା ପଦକ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହସିକତା ପୋଲିସ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୨୨ଜଣଙ୍କୁ ମିଳିବ ଏହି ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ସାହସିକତା ପାଇଁ ୯ ପୋଲିସ ଅଧିକାରୀ ଏବଂ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି ।…

ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ପୁଣି ଓଡ଼ିଶା ପୁଲିସକୁ ସଫଳତା । ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ସର୍ବାଧିକ ସଫଳତା ଚଳିତ ବର୍ଷ ମିଳିଛି। ଗତ ଅଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ କାର୍ୟ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମର୍ଦ୍ଧ ରେ ୪…

ସାବଧାନ! ସୋସିଆଲ ମିଡିଆରେ ଥିଲେ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଓଡ଼ିଶା ପୋଲିସର ସତର୍କ ସୂଚନା । ଟ୍ୱିଟ୍ କରି ସତର୍କ ସତର୍କ ସୂଚନା ଦେଇଛି ଓଡ଼ିଶା ପୋଲିସ । ଗୋଟିଏ ନାଁରେ ଏକାଧିକ ଆକାଉଣ୍ଟ ନଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆକାଉଣ୍ଟ ଖୋଲିବା ପୂର୍ବରୁ ଭଲ ଭାବରେ ପ୍ରାଇଭେସି ପଲିସିକୁ ଯାଞ୍ଚ କରିବାକୁ…

ଆଜିଠୁ ରାଜ୍ୟରେ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିବା ସହ ୭୭୨ ଜଣ ଆବେଦନ କରିସାରିଛନ୍ତି । ତେବେ ପ୍ରଥମ ଥର ପାଇଁ…

ଅପରାହ୍ନ ସାଢେ ୪ଟାରେ ପୋଲିସ ଡିଜିଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ସାଢେ ୪ଟା ବେଳେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପୋଲିସ ଡିଜି ଅଭୟ । ତେବେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିବେ ବୋଲି କୁହାଯାଉଛି ।ତେବେ ଏହି ମଧ୍ୟରେ ଟ୍ୱିନ…

ସଙ୍କଟ ମୋଚନ ପାଲଟିଲେ ପୁଲିସ୍‌ କମିଶନର

*ଓଡିଶା ପୁଲିସ୍‌ରେ ଗତ ୫ଦିନ ଧରି ଲାଗିଥିବା କଳାଦାଗକୁ ଛଡାଇବାରେ ଗ୍ରହଣ କଲେ ପ୍ରମୁଖ ଭୂମିକା । *ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା ସହ ହାଇଦରକୁ ନିଶ୍ଚିତ ଗିରଫ କରାଯିବ ବୋଲି ଦେଇଥିଲେ ଦୃଢୋକ୍ତି । *ଫେରାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ କଲେ ଗିରଫ ।

ମୋଦିଙ୍କ ମୁହଁରେ ଓଡ଼ିଆ ଯୁବକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ଯୁବକଙ୍କ ପ୍ରଶଂସା | ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ଏହି ଯୁବକ…