Odia News Portal
Browsing Tag

odisha

କଟକଣା ବିରୋଧରେ କଟକ ବନ୍ଦ

ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ସରକାରଙ୍କ ନିର୍ଦ୍ଦେଶନାକା ବିରୋଧରେ କଟକରେ ପ୍ରତିବାଦ ସ୍ୱର ତୀବ୍ର ହୋଇଛି । ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ବର୍ଷାରେ ବି ରାସ୍ତାରେ ଆଣ୍ଠେଇ ଏଭଳି ନିଷ୍ପତ୍ତିରେ ଅଭିନବ ପ୍ରତିବାଦ ଜାରି ରଖିଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି

24 ଘଂଟାରେ ରାଜ୍ୟରେ 638 କରୋନା ଆକ୍ରାନ୍ତ ଚିହ୍ନଟ

୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୯୩ ପିଲାଙ୍କୁ କରୋନା । ଏମାନଙ୍କ ମଧ୍ୟରୁ ୩୭୨ ଜଣ ସଂଗରୋଧରୁ ଥିବା ବେଳେ ୨୬୬ ଜଣ ସ୍ଥାନୀୟ ସଂକ୍ରମିତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା

ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜଙ୍କ ମୃତ୍ୟୁ ମାମଲାରେ କିଛି ଦିନ ସ୍ଥିତି ସ୍ୱାଭାବିକ ରହିବା ପରେ ଏବେ ପୁଣି ସସ୍‌ପେନ୍‌ସ୍‌ ବଢ଼ିଛି । ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପୂର୍ବତନ ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେବାର ଦିନକ ପରେ

ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ୪୪୩ ଶିକ୍ଷକ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ଏହି ଲକ୍ଷ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଆଇପିଏଲ ନିଲାମୀ ତାଲିକାରେ କଟକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଲାଗି ଖୁସ ଖବର । ଆଇପିଏଲ ଫ୍ରାଞ୍ଚାଇଚ ନିଲାମୀ ସାମିଲ ହେବ କଟକ । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ବ୍ୟବସାୟ ଦୃଷ୍ଟିରୁ ଆଇପିଏଲରେ ଆଉ ୨ଟି ଟିମ୍ ବଢ଼ାଯିବ । ତେବେ ଏହି ତାଲିକାରେ ୬ଟି ସହର ରହିଛି । ଯେଉଁଥିରେ ରହିଛି କଟକ ସହରର ନାମ । ତେବେ ଏହି ୬ ସହର

ରାଜ୍ୟରେ ବଢ଼ୁଛି ଅପରାଧ, ଗୃହରେ ତଥ୍ୟ ରଖିଲେ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ବଢ଼ୁଛି ଅପରାଧ, ଲୋକେ ଭୟଭୀତ । ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗି ଅପରାଧ । ଚୋରୀଠାରୁ ଆରମ୍ଭ କରି ଦୁଷ୍କର୍ମ । ସବୁ ଅପରାଧ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ବଢୁଥିବା ଅପରାଧ ଗ୍ରାଫକୁ ଦେଖି ରାଜ୍ୟ ପୋଲିସ୍ ର ପାରିବା ପଣିଆ ଉପରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ

ବିଧାନସଭାରେ ଉଠିଲା ରାଜ୍ୟର ଋଣଭାର, ଜାଣନ୍ତୁ ଓଡ଼ିଶା କେତେ କୋଟି ଟଙ୍କାର ଋଣଭାର ସହୁଛି

ଭୁବନେଶ୍ୱର: ଚାଲିଛି ବିଧାନସଭା । ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଛି ଆଲୋଚନା । ତେବେ ରାଜ୍ୟ ଏବେ ଋଣଭାର ସହୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ ରହିଛି ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଏହାର ଆକଳନ କରାଯାଇଛି। ୨୦୧୧-୧୨

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ଘେରିବ କଂଗ୍ରେସ । ଓଡ଼ିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗ ଉଠାଇ ତାତିଛି କଂଗ୍ରେସ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ଆସନ୍ତାକାଲି ବିଧାନସଭା ଘେରିବା ନେଇ କହିଛି ଛାତ୍ର କଂଗ୍ରେସ । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଛାତ୍ର

ରାଜ୍ୟରେ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସ୍ୱାଭାବିକ ହେବାରେ ଲାଗିଛି କରୋନା ସ୍ଥିତି । ଖୋଲୁଛି ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ । ଅନଲାଇନ ପରେ ଅଫଲାଇନରେ ଆରମ୍ଭ ହେଉଛି ପାଠପଢ଼ା । ସେପଟେ ରାଜ୍ୟରେ ଆଜିଠୁ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ । କ୍ଲାସ ରୁମରେ ବସି ପାଠ ପଢିବେ ସ୍ନାତକ (ୟୁଜି), ସ୍ନାତକୋତ୍ତର