Odia News Portal
Browsing Tag

odisha

ଏସସିବିରେ ବିରଳ ଅପରେସନ; ରୋଗୀଙ୍କ ହୃତପିଣ୍ଡରୁ ବାହାରିଲା ଛୁଞ୍ଚି

ବିନା ଅସ୍ତ୍ରୋପଚାରରେ ଏମ୍ସ ଡାକ୍ତର ଏକ ଛୁଆର ଫୁସ୍‌ଫୁସ୍‌ରୁ ଛୁଞ୍ଚି ବାହାର କରିଥିବା ବେଳେ ଏସସିବି ବି ଏ କ୍ଷେତ୍ରରେ ପଛରେ ନାହିଁ । ଏସସିବି ବି ଚ୍ୟାଲେଞ୍ଜ ଗ୍ରହଣ କରି ଏ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏସସିବିରେ ଜଣେ ରୋଗୀର ହୃତପିଣ୍ଡରୁ ଛୁଞ୍ଚି ବାହାରିଲା ।

ସାତକଡ଼ି ହୋତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ସାତକଡ଼ି ହୋତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଓଡ଼ିଆ ସାରସ୍ୱତ ଜଗତକୁ ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଉ ନିର୍ବାଚନ ଲଢ଼ିବେନି ସୁର

ଶେଷ ଦିନରେ ବିଧାନସଭାକୁ ସାଷ୍ଟାଙ୍ଗ ପ୍ରଣିପାତ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍

ବିକ୍ରମ ପଣ୍ଡା ଗୋପାଳପୁର ବିଜେଡି ପ୍ରାର୍ଥୀ

ବିକ୍ରମ ପଣ୍ଡା ହୋଇପାରନ୍ତି ଗୋପାଳପୁର ବିଜେଡି ପ୍ରାର୍ଥୀ । ଗଞ୍ଜାମ ବିଜେଡି ସଭଆପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସୂଚନା । ଆଶା କରୁଛୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରର୍ଥୀ କରିପାରନ୍ତି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ । ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରର ସଂଗଠନ ଦାୟିତ୍ୱ ଦିଆଯାଇଛି

ଆଉ ୨୮ ନୂଆ ଜିଲ୍ଲା ଗଠନ ଦାବି

ରାଜ୍ୟରେ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି। ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ପଦ୍ମପୁର, ଧର୍ମଗଡ଼ ଓ କଣ୍ଟାବାଞ୍ଜି ସହ ୨୮ଟି ନୂଆ ଜିଳ୍ଲା ପାଇଁ ଦାବି ହୋଇଛି ବୋଲି କହିଛନ୍ତି

ଆହୁରି ତିନିଦିନ ତାତିବ ଓଡିଶା

ଶୀତ ଋତୁ ସରିନି କିନ୍ତୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇଗଲାଣି । ଦିନ ୧୧ଟାରୁ ଟାଣ ଖରା ଅନୁଭୂତ ହେଲେଣି । ସୂର୍ଯ୍ୟଙ୍କ ପ୍ରକୋପରେ ତାତୁଛି ଓଡିଶା । ଯାହାଫଳରେ ଅସ୍ତଵ୍ୟସ୍ଥ ହୋଇପଡିଲାଣି ଜନଜୀବନ । କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ ମାଘରେ ବାଘ

ଲୋକକଳା ଆମ ଜାତିର ଅସ୍ମିତା:ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ୩୦ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ଏହି ଯୋଜନାରେ ୫୦,୦୦୦ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା(ବାର ଶହ

ଡାଲଚିନି ନାଁରେ ମାର୍କେଟରେ ବିକ୍ରି ହେଉଛି କାସିଆ!; ଯାଞ୍ଚ ପାଇଁ ନିର୍ଦ୍ଦେଶ

ଡାଲଚିନି ନାଁରେ ମାର୍କେଟରେ ବିକ୍ରି କାସିଆ ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲ ଚିନି ଅପେକ୍ଷା ବହୁତ ଶସ୍ତା। ଏହି ଅଭିଯୋଗ ପରେ ମାର୍କେଟର ଡାଲଚିନି ଯାଞ୍ଚ ପାଇଁ ସବୁ ରାଜ୍ୟକୁ ୠଝଝଇଓ

ଏଥର ଜମିବ ବାଲିଯାତ୍ରା 

ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ