Odia News Portal
Browsing Tag

odisha

କଲେଜକୁ ମନା ବରା, ଆଳୁଚପ, ପକୁଡ଼ି

ଏଣିକି କଲେଜକୁ ମନା ପୁରୀ ବରା । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ କମିବ ଖାଇବା ତେଲର ବ୍ୟବହାର । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବ । ଖାଦ୍ୟରେ ବ୍ୟବହାର ହେଉଥିବା ତେଲର ପରିମାଣକୁ ଯଥା ସମ୍ଭବ ହ୍ରାସ କରାଯିବ । ପୁରୀ, ବରା, ଆଳୁଚପ୍‌ ଭଳି…

ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ପିୟୂଷ

ଯାତ୍ରା ମଞ୍ଚ ରେ ଅଘଟଣ। ମଞ୍ଚରେ ମୁଣ୍ଡବୁଲାଇବାରୁ ପଡ଼ିଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ ଦେବଗଡ଼ଜିଲ୍ଲା ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ପରିବେଷଣ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ…

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ଖୋଲିଲା ୨୪ ଘଂଟିଆ ହେଲ୍‌ପ ଡେସ୍କ

ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଅନେକ ଭାରତୀୟ ନିଖୋଜ ହୋଇଯାଇଚନ୍ତି । ତା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି ।…

ନେପାଳରେ ଜଳ ପ୍ରଳୟ, ୧୦୫ ଭାରତୀୟ ନିଖୋଜ

ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ୍ ଫ୍ଲଡ୍‌ରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋଟେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି । ବନ୍ୟାରେ ପ୍ରାୟ ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।…

ରିପୋର୍ଟ୍ କାର୍ଡରେ ୭ବର୍ଷ କାମର ହିସାବ ଦେଲେ ସାଂସଦ ଅପରାଜିତା

ସାତ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। । ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ବରର ବିକାଶ ଓ ସହରର ସମ୍ପ୍ରସାରଣ ହେଉଥିବାବେଳେ ପ୍ରତ୍ୟକ କ୍ଷେତ୍ରରେ କାମ କରାଯାଉଛି ବୋଲି…

୨୭ରୁ ପୁଣି ଉତ୍ତର ଓଡ଼ିଶାରେ ବଡ଼ ବର୍ଷା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ, ୨୭ ତାରିଖରୁ ଉତ୍ତର ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୮ରୁ ବର୍ଷା ପରିମାଣ ଓ ବିସ୍ତୃତ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ…

ପୁରୀରେ ଆଜିଠୁ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ

ଆଜିଠୁ ପୁରୀରେ ଆରମ୍ଭ ହେଉଛି ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ବିଶ୍ୱ ମଞ୍ଚରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌କୁ ଆଉ ଥରେ ମିଳିଛି ସ୍ୱୀକୃତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ବୈଠକରେ ବ୍ରିକ୍ସର ୧୧ଟି ଦେଶର…

ବହୁତ  କଥା କହିସାରିଲେଣି ଟ୍ରମ୍ପ: ତଥାପି ଭାରତ ସରକାର ଚୁପ

ଭାରତର ଅର୍ଥନୀତିକୁ ମୃତ କହିଲେ। ଭାରତ ଉପରେ ୨୫% ଟାରିଫ ଲଗାଇଲେ। ଏହାପରେ ଆଉ ପାଦେ ଆଗକୁ ଯାଇ ଭାରତକୁ କଟାକ୍ଷ କରି ପାକିସ୍ତାନ ସହ ଚୁକ୍ତି କଲେ। ପାକିସ୍ତାନ ଆଗାମୀ ଦିନରେ ଭାରତକୁ ତେଲ ବିକ୍ରି କରିପାରେ କଥା କହି ଛିଗୁଲାଇଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏତେ ସବୁ…

ସିମ ବକ୍ସ ରୁ ପାକିସ୍ତାନ-ଚିନ୍ କଲ୍

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ଅନ୍ତର୍ଜାତୀୟ ସ୍ତରରେ ସାଇବର ଠକେଇ ଓ ଆତଙ୍କି କାର୍ଯ୍ୟକ୍ରମ ଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର କରୁଥିବା ଅଭିଯୋଗ ରେ ଭୁବନେଶ୍ୱର କମିଶନର ପୋଲିସ ଜଣେ ସନ୍ଦିଗ୍ଧ ବାଙ୍ଗୀୟ ଯୁବକ ଙ୍କୁ ଆଜି ଲଷ୍ମୀସାଗର ଅଂଚଳ ରୁ ଗିରଫ…

ବାଂଲାଦେଶରୁ ଅନୁପ୍ରବେଶ ଭୟ

ଅଶାନ୍ତ ବାଂଲାଦେଶରୁ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଆଗୁଆ ସତର୍କ ହୋଇଛି ଓଡ଼ିଶା ସରକାର। ଅନୁପ୍ରବେଶକୁ ରୋକିବା ପାଇଁ ସମୁଦ୍ର କୂଳିଆ ଥାନା ଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ ସମୁଦ୍ରରେ ଘନଘନ ପାଟ୍ରୋଲିଂ କରାଯାଉଛି ବୋଲି ପୁଲିସ୍‌…