ଡାଲଚିନି ନାଁରେ ମାର୍କେଟରେ ବିକ୍ରି ହେଉଛି କାସିଆ!; ଯାଞ୍ଚ ପାଇଁ ନିର୍ଦ୍ଦେଶ
ଡାଲଚିନି ନାଁରେ ମାର୍କେଟରେ ବିକ୍ରି କାସିଆ ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲ ଚିନି ଅପେକ୍ଷା ବହୁତ ଶସ୍ତା।
ଏହି ଅଭିଯୋଗ ପରେ ମାର୍କେଟର ଡାଲଚିନି ଯାଞ୍ଚ ପାଇଁ ସବୁ ରାଜ୍ୟକୁ ୠଝଝଇଓ!-->!-->!-->…
