Odia News Portal
Browsing Tag

odisha

ସ୍ଥିର ଅଛି ସୁନା ଦର ଜାଣନ୍ତୁ କେତେ

ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୨୪୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ

ନବ ବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୭.୭୫ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୩୨ ପ୍ରତିଶତ । ସଂକ୍ରମିତଙ୍କ

ବିବାହ ପାଇଁ ସଜବାଜ

କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍।

ବାରଣାସୀ ଯିବେ ମୋଦୀ

ଡିସେମ୍ବର ୧୩ ଓ ୧୪ ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ øା ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଆୟ ବର୍ହିଭୂତ ସଂମ୍ପତ୍ତୀ ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢାଉ କରିଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ସେହିସମୟରେ ଏକକାଳୀନ ୩ଟି

ବଢୁଛି ଓମିକ୍ରନ ଭୟ

ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ଜୟପୁରର ଗୋଟିଏ ପରିବାରରୁ ସମସ୍ତେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ସମସ୍ତେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଇଥିଲେ ସମସ୍ତେ ଦକ୍ଷିଣ

ଆଜିଠୁ ବଦଳିବ ପାଗ

ବାତ୍ୟା ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିଛି । ଉତ୍ତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ଏହା ସହ ଆସନ୍ତା କାଲିଠୁ ପାଗରେ ପରିବର୍ତ୍ତନ ଆସିବ ଏବଂ ଶୀତ ଆରମ୍ଭ

ସ୍କୁଲ ଡେଇଁନ. କିନ୍ତୁ ଡାକ୍ତରୀ ଛାତ୍ର

ସ୍କୁଲ ଡେଇଁନି, କିନ୍ତୁ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ଡେଟିଂ ଓ ମାଟ୍ରିମୋନି ସାଇଟ ପ୍ରୋଫାଇଲରେ ଏମକେସିଜିରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା । ସୁଟ ବୁଟ ପିନ୍ଧା ଏମିତିକା ଫଟୋ ଛାଡୁଥିଲା ଯେ କାହାର ବି ସନ୍ଦେହ ହେବନି । ନିଜକୁ ବଡ ପରିବାରର ପିଲା କହି ଅନେକ ଝିଅହ୍କ ସହ

୪ ଦିନରେ ୫୨ ମିନିଟ୍

ଆଗୁଆ ବନ୍ଦ ହୋଇପାରେ ବିଧାନସଭା ଅଧିବେଶନ । ଗୃହରେ ହଟୁନି ଅଚଳାବସ୍ଥା । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ଉଭୟ ଶାଶକ ଓ ବିରୋଧୀ ଦଳ । ୪ ଦିନରେ ମାତ୍ର ୪୨ ମିନିଟ ଚାଲିଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ସ୍ୱଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କୈଣସି ସ୍ତରରେ ଉଦ୍ୟମ କରାଯାଇନାହିଁ ।