Odia News Portal
Browsing Tag

odisha

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ ଟେଷ୍ଟ

ଲକ୍ଷଣ ନଥିଲେ କରୋନା ଟେଷ୍ଟିଂ କରନ୍ତୁ ନାହିଁ । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ

ଭୁବନେଶ୍ୱର ର ୩୮ ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା

ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍ । ଜାଭିୟର ଇନଷ୍ଟିଚ୍ୟୁଟକୁ କରାଯାଇଛି କଣ୍ଟେନମେଣ୍ଟ । ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ । ଏକ୍ସଆଇଏମବିକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି

ଟପ ୬ ଲିଷ୍ଟ୍ ରେ ଓଡିଶା

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଏହା ଗତ ବର୍ଷ ଜୁଲାଇ ପ୍ରଥମରେ ଆରମ୍ଭ ହୋଇଥିଲା। ୬ ମାସ ଭିତରେ ଓଡ଼ିଶା ସରକାର ଦେଖାଇ ଦେଇଛନ୍ତି ଯେ PFMS ଫ୍ରେମୱାର୍କ ଭଲ ଭାବେ କରିଛନ୍ତି। ଯେଉଁ ଟାର୍ଗେଟ ୩୧ ଡିସେମ୍ବର ସୁଦ୍ଧା

ଆଦିବାସୀଙ୍କ ମହାମେଳି

ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ପଦବୀ ଏବଂ ବ୍ଲକ ଚେୟାରମ୍ୟାନ ପଦବୀ ଗୁଡିକୁ ଉଛେଦ କରିଦେଇଥିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ବଲାଙ୍ଗିର ଜ଼ିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବେ ଆଦିବାସୀ ସଂଘ ।

ସ୍ଥିର ଅଛି ସୁନା ଦର ଜାଣନ୍ତୁ କେତେ

ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୨୪୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ

ନବ ବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୭.୭୫ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୩୨ ପ୍ରତିଶତ । ସଂକ୍ରମିତଙ୍କ

ବିବାହ ପାଇଁ ସଜବାଜ

କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍।

ବାରଣାସୀ ଯିବେ ମୋଦୀ

ଡିସେମ୍ବର ୧୩ ଓ ୧୪ ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପର୍ବରୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଦୁଇ ଦିନ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ øା ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଆସନ୍ତା ୧୩ ତାରିଖରେ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଆୟ ବର୍ହିଭୂତ ସଂମ୍ପତ୍ତୀ ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢାଉ କରିଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ସେହିସମୟରେ ଏକକାଳୀନ ୩ଟି