Odia News Portal
Browsing Tag

odisha

ପ୍ରବେଶ ଉତ୍ସବ ଅନୁଷ୍ଠିତ

ଦଶରଥପୁର ବ୍ଲକ କୟାଁ ପଂଚାୟତସ୍ତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟ ରେ ଆଜି ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି .ଏହି ପରିପ୍ରେକ୍ଷୀରେ ପ୍ରଥମେ ପିଲା ମାନଙ୍କୁ ପ୍ରଧାନ ଶିକ୍ଷକ କିସାନ ଟୁଡୁ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାନିଟାଇଜ କରିବା ପରେ ପ୍ରତି ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ

ଧୀରେ ଧୀରେ ଆସୁଛି ଶୀତ

ଦିନରେ ଖରା କାଟୁଛି ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା

ସୁଶାନ୍ତଙ୍କ ଫିଲ୍ମ ଛିଛୋରେ କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ

୬୭ତମ ରାଷ୍ଟ୍ରୀୟ ଫିଲ୍ମ ଆଓ୍ଵାର୍ଡର ଘୋଷଣା ପୂର୍ବରୁ ହୋଇସାରିଥିଲେ ସୁଦ୍ଧା ଆଜି ବିଜେତାଙ୍କୁ ନ୍ୟାସନାଲ ଆଓ୍ଵାର୍ଡ ଦିଆଯାଇଛି। ଆଜି ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ କୁ ଶ୍ରେଷ୍ଠ

ଆଜି ବିଜେପିର ୧୨ ଘଣ୍ଟିଆ ବାରିପଦା

ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬

ଆଜିଠୁ ଖୋଲିବ ଅଷ୍ଟମ ଶ୍ରେଣୀ

ଆଜିଠୁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ରୁମ୍ ପାଠ ପଢା ଆରମ୍ଭ ହେବ । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ଧବଳେଶ୍ୱର ପୀଠରେ କୋଭିଡ କଟକଣା ପାଇଁ ୧୪୪ ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି ।

ଆରମ୍ଭ ହେଲା ମହାଲିଙ୍ଗ କଲେଜରେ ପାଠପଢା

ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ସନସାଇନ୍ କଲେଜରେ ଆରମ୍ଭ ହେଲା ପାଠ ପଢା । ଯୁକ୍ତ ଦୁଇ ପିଲା କଲେଜ ଯାଇ କ୍ଲାସ କରୁଛନ୍ତି । ଆଜି ସକାଳୁ କଲେଜରେ ପାଠପଢା ଆରମ୍ଭ ହୋଇଛି । ସେପଟେ କଲେଜର ପରିଚାଳନା କମିଟି ଭାଙ୍ଗିଛି । ଗତକାଲି ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି । ନୂଆ ପରିଚାଳନା କମିଟି

ସିନିଅର ମହିଳା ହକିର କ୍ୱାର୍ଟର ଫାଇନାଲରେ ଓଡିଶା

ଝାନ୍‌ସୀ: ଝାନସୀରେ ଚାଲିଥିବା ସିନିଅର ମହିଳା ହକି ପ୍ରତିଯୋଗିତାରେ ଓଡିଶାର ବିଜୟଧାରା ଜାରି ରହିଛି । ପ୍ରତିଯୋଗିତାରେ ଓଡିଶା ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଛତିଶଗଡକୁ ୩-୦ ଗୋଲରେ ହରାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧୀନ ଓଡିଶା

ଜାତିସଂଘ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ଜାତିସଂଘ ପ୍ରତିଷ୍ଠା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଆନ୍ତର୍ଜାତିକ ସହଯୋଗ ଦୃଢ କରିବା ସବ ସମସ୍ତଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭବିଷ୍ୟତ ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୯୪୫

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌ ରହିଛି।