Odia News Portal
Browsing Tag

odisha

ବଙ୍ଗଳା ଥାନା ବିଷ୍ପୋରଣ ଘଟଣାରେ ଏସ୍ଆଇ ନିଲମ୍ବିତ

ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗ ପୁରୀ ଏସ୍‌ପି କନୱର ବିଶାଲ ସିଂ ତାଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି। ବଳଙ୍ଗା ଥାନା ମାଲଖାନାରେ ଦାୟିତ୍ୱରେ ଏସ୍ଆ‌ଇ ତଅପୋଇ ନାୟକ ଥିଲେ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଫଳରେ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିଗବସ-୧୫ରେ ନଜର ଆସିବେ ରିୟା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତ୍ରୀ ରିୟା ଚକବର୍ତ୍ତୀ ୨୦୨୦ରେ ଚର୍ଚ୍ଚାରେ ରହିଥିଲେ । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍‌କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଆସିଯାଇଥିଲା । ଏବେ ପୁଣି ଥରେ ରିୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ରିୟା କୁଆଡେ ବିଗ୍ ବସ୍ ୧୫ରେ ଭାଗ ନେବେ

ଡିଆରଡିଓ ମାମଲାରେ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ୫ ଜମହ୍‌କୁ ଗିରଫ କରାଯାଇଥିବା ବେଳେ ଏବେ ବି ଖୋଳତାଢ ଜାରି ରହିଛି । ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ବ୍ୟାଙ୍କ

ଭାରତୀୟ ମିଡିଆକୁ ପ୍ରଶଂସା କରିଥିଲେ ଜୋ ବାଇଡେନ

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ ହାଉସରେ ଦେଖାସାକ୍ଷାତ କରିଥିଲେ । ଜୋ ବାଇଡେନ ଏହି ସମୟରେ ଭାରତୀୟ ଗଣମାଧ୍ୟମକୁ ବହୁ ପ୍ରଶଂସା କରିଥିଲେ ଏବଂ ଆମେରିକାର ରିପୋର୍ଟସଙ୍କ ଆଲୋଚନା କରି କହିଥିଲେ ଯେ, ଅନେକ ସମୟରେ ବିଦେଶୀ

ଆଜି ଠାରୁ ଆରମ୍ଭ ହେଉଛି ମା’ବିମଳାଙ୍କ ଷୋଳପୂଜା

ଆଜିଠରୁ ଆରମ୍ଭ ହେଉଛି ଷୋଳପୂଜା । ଏହି ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ ବରଣ କରାଯାଉଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ

ଶାଢୀକୁ ନେଇ ଚର୍ଚ୍ଚାରେ ସାରା ଅଲୀ ଖାନ

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ନିଜ ଅଭିନୟ ଓ ନୂଆ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ  । ଏବେ କିନ୍ତୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ସାରା । ନିକଟରେ ତାଙ୍କର ଏକ ଶାଢି ପିନ୍ଧା ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ସାରା । ଏଥିରେ ସେ ପିଙ୍କ କଲରର ପ୍ରିଣ୍ଟେଡ୍ ସାଢି

ବଳଙ୍ଗା ଥାନାରେ ଥିଲା ଡିନାମାଇଟ୍ ବିଷ୍ପୋରକ

ପିପିଲିର ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଥାନାରେ ଥିଲା ଡିନାମାଇଟ । ଜବତ ଡିନାମାଇଟକୁ ବଳଙ୍ଗା ଥାନାର ମାଲଖାନାରେ ରଖାଯାଇଥିଲା । ଆଉ ଏହି ଡିନାମାଇଟ ବିସ୍ଫୋରଣରେ ଥାନା ଉଡିଯାଇଥିବା ଅନୁମାନ

ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଆସିଲା ଲାଏ ୩ ଜଣଙ୍କ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ରିପୋର୍ଟ ଆସିଲା । ରିପୋର୍ଟ ଉପରେ ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ । ପୁରୁଣା ବୟନା ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛି ଟିମ ।

କୋଲକାତାର ଦମଦାର ପ୍ରଦର୍ଶନ, ଘାଇଲା ହେଲା ଦିଲ୍ଲୀ

କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଛି । ଶାରଜାହ