Odia News Portal
Browsing Tag

omicron cases

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି। ସେହିପରି…

ଭାକସିନ ନେଲେ ବି ରହିଛି ଓମିକ୍ରନ ଭୟ

ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି । ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଗବେଷକଙ୍କ କହିବାନୁସାରେ, ଓମିକ୍ରନ୍…

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି

ଭାରତରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ମହାରଷ୍ଟ୍ରରୁ ୮ ଜଣ ମୁମ୍ବାଇରୁ କେବଳ ୭ ଜଣ ହୋଇଥିବା ବେଳେ ଭାସନୀ ବିହାରରୁ ଜଣେ ବୋଲି ଜଣାପଡ଼ିଛି। ୮ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୫ ଜଣ ପୁରୁଷ । ସମସ୍ତଙ୍କ ବୟସ ୨୪ରୁ ୪୧ ମଧ୍ୟରେ । ୩ ଜଣ ସଂକ୍ରମିତଙ୍କ ଠାରେ…

ଡରାଉଛି ଓମିକ୍ରନ, ଦେଶରେ ୪୫ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ସହ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ନେଇ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏଯାଏଁ…

ଡରାଉଛି ଓମିକ୍ରନ ବିଶ୍ୱବ୍ୟାପି ଆତଙ୍କ

ମାଡ଼ି ଚାଲିଛି ଓମିକ୍ରନ । ବିଶ୍ୱବ୍ୟାପୀ ସୃଷ୍ଟି ହୋଇଛି ଆତଙ୍କ । ବ୍ରିଟେନରେ ଡେଲଟା ଷ୍ଟ୍ରେନ ତୁଳନାରେ ଅତି କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି ଓମିକ୍ରନ । କିଛି ଦିନ ମଧ୍ୟରେ ଦେଶରେ ଆହୁରି ଓମିକ୍ରନ କେସ ବଢ଼ିବ । ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ ଏକ…