Odia News Portal
Browsing Tag

omicron

ରାଜ୍ୟରେ ୧୦୦ ଟପିଲା ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା

ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ରାଜ୍ୟରେ ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଓଡିଶାରେ ୧୦୦ ଟପିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି। ଏନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଗଲା ।…

ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନ

ଓଡିଶାରେ ୪/୫ ଟି ଜିଲ୍ଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ଆତଙ୍କ ବଢୁଛି। କିଛି ବିଶେଷଜ୍ଞ କହିଛନ୍ତି ଦିଲ୍ଲୀ,…

କରୋନାର ତୃତୀୟ ଲହର ଭୟଙ୍କର ନୁହଁ ଆଇସିଏମଆରଙ୍କ ସୂଚନା

କରୋନା ମହାମାରୀରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସେତେଟା ଭୟାବହ ଭୟଙ୍କର ହେବନି । ତୃତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ଅବଧି ମଧ୍ୟ କମ ରହିବ । ୩ ମାସ ମଧ୍ୟରେ ତୃତୀୟ ଲହର ପ୍ରଭାବ କମିଯିବ । …

ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ

ଓଡିଶାରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କଟକଣା କଡାକଡି କରିଛନ୍ତି । ତେବେ ଚିହ୍ନଟ ହେଉଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରୁ…

ଓମିକ୍ରନ ଦୈନିକ ସଂକ୍ରମଣ ୧୦ ଲକ୍ଷରୁ ଅଧିକ ହେବ

ଓମିକ୍ରନ୍ ଯୋଗୁ ଦେଶରେ କୋଭିଡ୍ର ତୃତୀୟ ଲହର ଆସିଯାଇଛି । ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚିବ ବୋଲି ଏକ ନୂଆ ମଡେଲ୍ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍ସି) ଏବଂ ଇଣ୍ଡିଆନ…

ଏହି ୫ ଟି ଲକ୍ଷଣ ଦେଖାଇଲା ମାତ୍ରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ

ଏବେ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା କୋଭିଡର ସମସ୍ତ ଭାରିଆଣ୍ଟର ଲକ୍ଷଣ ଭିନ୍ନ ଭିନ୍ନ ରହିଛି । ଏନେଇ ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏକ ଆନାଲିସିସ୍…

ରାଜ୍ୟରେ ଓମିକ୍ରନ ସଂଖ୍ୟା ୬୦ ଟପିଲା

ରାଜ୍ୟରେ ଓମିକ୍ରନ ଆତଙ୍କ। ବଢ଼ିଲା ଓମିକ୍ରନ୍ ଆକ୍ରନ୍ତଙ୍କ ସଂଖ୍ୟା ସଂଖ୍ୟା । ଓଡିଶାରେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି। ଗତ…

ଓମିକ୍ରନ ପାଇଁ ଲୋକଙ୍କୁ ସଚେତନ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର : ହୁ ହୁ ହୋଇ ବଢୁଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଆଜି ମାଉସୀମା' ଛକରେ ମା' ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଛି । ଏହି…

ଦେଶରେ ଓମିକ୍ରନ ମୃତ୍ୟୁ ସଂଖ୍ୟା ୨ ଛୁଇଁଲା

ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭୟଙ୍କର ରୂପ ନେବାରେ ଲାଗିଛି ଓମିକ୍ରନ । ଭାରତରେ ଆଜି ଦ୍ୱିତୀୟ ମୁଣ୍ଡ ନେଇଛି ଓମିକ୍ରନ । ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁ ବରଣ କରିଥିବା…

ହବନି ଜିରୋ ନାଇଟ ସେଲିବ୍ରେସନ

ଗତବର୍ଷ ପରି ଏଥର ବି ଜମିବନି ଜିରୋ ନାଇଟ ସେଲିବ୍ରେସନ । ଓମିକ୍ରନକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନକୁ ମନା । ନା ହେବ ନା ଭୋଜି ନା ବାଜିବ ଡିଜେ । ରଙ୍ଗୀନ ଆଲୁଅରେ ନାଚି, ଗାଇ ନୂଆବର୍ଷ ୨୦୨୨କୁ କରି ହେବନି ସ୍ବାଗତ । କାରଣ କରୋନା ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର…