Odia News Portal
Browsing Tag

padmanabha behera

ଛାଡ଼ ହୋଇପାରେ ବସ ମାଲିକଙ୍କ ଟିକସ

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । କରୋନା କଟକଣାକୁ ଦୃଷ୍ଟିରେ ରଖି ବସ ଚଳାଚଳ ଉପରେ କଟକଣା ଲଗାଯାଇଛି । ଯଦିଓ କିଛି ଜିଲ୍ଲାରେ ବସ ଚଳାଚଳ କରୁଛି ତେବେ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଯାଉଛି । ଯେଉଁ କାରଣରୁ ବସ ମାଲିକ ମାନେ ବହୁ ଅସୁବିଧାର ସମ୍ମୁଖୀନ…

ବସ୍ ଚଳାଚଳ ଲାଗି ଆସିବ ଗାଇଡ୍‌ଲାଇନ୍‌: ପଦ୍ମନାଭ ବେହେରା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କୋହଳ ହୋଇଛି କରୋନା କଟକଣା । କାଟାଗୋରୀ ଏରେ ଥିବା ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଲାଗି ଅନୁମତି ମିଳିଛି । ତେବେ ଏହି ବସ୍ ଚଳାଚଳ ଲାଗି ଗାଇଡ ଲାଇନ ଆବିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍…

ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ ଲାଗୁ ହେବ ନାହିଁ ନୂଆ ପରିବହନ ଆଇନ

ଭୁବନେଶ୍ୱର: ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ରାଜ୍ୟରେ କୌଣସି ନୂଆ ପରିବହନ ନିୟମ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ ଲକ୍ଡାଉନ୍ ଓ ସଟଡାଉନ୍ କଟକଣା ରହିଛି । ଏହା ସହିତ ଏବେ ରାଜ୍ୟରେ ନୂଆ ପରିବହନ ଆଇନ୍ ମଧ୍ୟ କୋହଳ କରାଯାଉଛି । ଜୁଲାଇ ୧ ତାରିଖ…

ଏଣିକି ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ୱର() କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି । ଏବେ ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ । ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅନ୍ୟପଟେ ରାଜ୍ୟ ଘରୋଇ ବସ…

ଲୋକ ହେଉନାହାନ୍ତି, ବସ ଚଳାଚଳ ବନ୍ଦ ହେବ

ଭୁବନେଶ୍ୱର() ଅନିଶ୍ଚିତତା ଭିତରେ ଏବେ ଅନ୍ତଃରାଜ୍ୟ ବସ ଚଳାଚଳ ସେବା । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏବେ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । କୌଣସି ରାଜ୍ୟ ସହ କଥା ହୋଇନୁ । ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁବେଳେ ରଥଯାତ୍ରା ପୂର୍ବରୁ ୨ଥର…

ଲୋନରେ ବସ୍ କିଣାଯାଇଥିବାରୁ ଇଏମଆଇ ସୁଧ ନନେବାକୁ ପରିବହନ ମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର() ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରଖିଛନ୍ତି । ସେ କହିଛନ୍ତି ଯେ ବସ ଗଡ଼ୁ ନଥିବାରୁ ଇନ୍ସୁରାନ୍ସ ଅବଧି…

ମୁଣ୍ଡପିଛା ଆୟରେ କେନ୍ଦୁଝର ପ୍ରଥମ

ଭୁବନେଶ୍ୱର() ରାଜ୍ୟରେ ମୁଣ୍ଡପିଛା ଆୟ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଆଗରେ ରହିଛି । କୃଷି, ଶିଳ୍ପ, ସେବା ଓ ଆନୁଷଙ୍ଗିକ ସୁବିଧା କ୍ଷେତ୍ରରେ କେନ୍ଦୁଝର ୧ ନମ୍ବର । ୨୦୦୪-୦୫ ଆର୍ଥିକ ବର୍ଷ ଆଧାରରେ କେନ୍ଦୁଝର ଆଗରେ ରହିଛି ବୋଲି ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ…

ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର() ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ । ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ରାଜରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ…

୫ମାସରେ ୩୮ କୋଟି ଜରିମାନା ଆଦାୟ

ଭୁବନେଶ୍ୱର() ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ୫ମାସରେ ଆଦାୟ ହୋଇଛି ୩୮ କୋଟି ଜରିମାନା । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ହେଲମେଟ ଚେକିଂ ଠାରୁ ଆରମ୍ଭ କରି ରଙ୍ଗ ସାଇଡ ଡ୍ରାଇଭ, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଭଳି ଘଟଣାରେ ଗାଡି ଚାଳକଙ୍କ…

ରେଳ ବଜେଟ ନୈରାଶ୍ୟଜନକ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର() ରେଲୱେ ପାଇଁ ଓଡିଶାକୁ ୪୩୭୩ କୋଟି ଅନୁଦାନ ମିଳିଛି । ରେଳ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ରେଳ ବଜେଟ ନୈରାଶ୍ୟଜନକ । ରେଳ ବଜେଟରେ ଅନୁଦାନ କମିଛି । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ମନ୍ତ୍ରୀ…