Odia News Portal
Browsing Tag

pipili

ଆସିଲା ପିପିଲି ଉପନିର୍ବାଚନ ଲାଗି ବିଜେଡିର ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ପିପିଲି ଫାଇଟ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି ବିଜେଡି । ନବୀନଙ୍କ ନେତୃତ୍ୱରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ନବୀନଙ୍କ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ବର୍ଷା ଓ କରୋନା କଟକଣା ମଧ୍ୟରେ ସରଗରମ ହେଉଛି ନିର୍ବାଚନୀ ମଇଦାନ । ବାଜି ଜିତିବା ଲାଗି ସମସ୍ତ ଦଳ ନିଜ ନିଜର ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଭୋଟରଙ୍କ ମନମୋହିବା ଲାଗି ୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି…

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି…

ଆଜି ପ୍ରକାଶ ପାଇବ ପିପିଲି ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମତଦାନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ। ଏହାପରେ ଜୋରଦାର ହେବ ପ୍ରଚାର। ପ୍ରଚାରରେ ସାମିଲ ହେବେ ଦଳର ଷ୍ଟାର କ୍ୟାମ୍ପେନର । ସେମାନଙ୍କ ସହ ସର୍ବାଧିକ ୧୦୦୦…

ପିପିଲିରେ କିଏ ମାରିବ ବାଜି?

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ଲାଗି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଉପନିର୍ବାଚନରେ ୧୦ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଉଛନ୍ତି । ତେବେ ଏଠାରେ ଭୋଟରମାନେ କାହାକୁ ଗ୍ରହଣ କରିବେ ତାକୁ ଏବେ ସବୁଠି ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ବିଜେଡିର ଦିବଙ୍ଗତ ନେତା ପ୍ରଦୀପ…

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ହେବ ଭୋଟ ଗ୍ରହଣ । କରୋନା କାରଣରୁ ସ୍ଥ୍ଗିତ ରହିଥିଲା ଉପନିର୍ବାଚନ । ପିପିଲି ସହ ପଶ୍ଚିମବଙ୍ଗର ୩ଟି ସ୍ଥାନରେ ହେବ ଉପନିର୍ବାଚନ । ସୂଚନାଯୋଗ୍ୟ, ପ୍ରଦୀପ…

ବେଧଡ଼କ ମାଫିଆମାନେ ଖୋଲୁଛନ୍ତି ମାଙ୍କେଡ଼ା ପଥର

ପିପିଲି: ବେଧଡକ ଚାଲିଛି ମାଙ୍କେଡା ପଥର ଖୋଳା । ନା ଆଇନକୁ ଡରଭୟ ଅଛି ନା ଖାତିର । ପଥର ମାଫିଆଙ୍କ କବଜାରେ ଡେଲାଙ୍ଗ ବ୍ଲକ ରେଂଘଳ ଅଂଚଳର ଝାରପଡା । ପ୍ଲଟ ନମ୍ବର ୨୦୬ ଓ ୨୦୮ରେ ଥିବା ପ୍ରାୟ ୩୦ ଏକର ଜମିର କିସମ ସମ୍ପୂର୍ଣ୍ଣ ଜଙ୍ଗଲ ଓ ଗୋଚର ହୋଇଥିବା ବେଳେ ସେଠାରେ ଖଣି ଖନନ ସମ୍ପୂର୍ଣ୍ଣ…

ବିଜେଡ଼ିରେ ମିଶିଲେ ୪ପଞ୍ଚାୟତର କଂଗ୍ରେସ କମିଟି ସଭାପତି

ପିପିଲି: ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର…