ବ୍ରହ୍ମପୁର ଅଭିମୁଖେ ପୁଲିସ ଡିଜି: ଗୁରୁତର ଯବାନଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା…
ବ୍ରହ୍ମପୁର ଏମକେସିଜି ଅଭିମୁଖେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ। ସେ ହସ୍ପିଟାଲରେ ଗୁରୁତର ଏସ୍ଓଜି ପ୍ରେମସିଂହ ମାଝୀଙ୍କୁ ଭେଟିବେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଚିକତ୍ସା ବ୍ୟବସ୍ଥା ସଂପର୍କରେ ଅବଗତ…