Odia News Portal
Browsing Tag

political news odisha

ଆହୁରି ୪ ଦିନ ବନ୍ଦ ରହିବ ଏସବିଆଇ ମେନ୍ ବ୍ରାଞ୍ଚ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆହୁରି ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । କାର୍ଯ୍ୟାଳୟରୁ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି କଡ଼ା ନିଷ୍ପତି ନିଆଯାଇଛି । ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ…

କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି କରୋନା ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ଏମ୍ସରେ କୋଭାକ୍ସିନ ଟିକା ନେବା ସହ ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଭୂତାଣୁକୁ ହରାଇବା ପାଇଁ ଟିକାକରଣ ଆମ ପାଖରେ ଏକ…

ସୋଆରେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ  ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନଷ୍ଟିଚ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସୁ୍ୟଟିକାଲ୍ ସାଇନ୍ସେସ୍ ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର…

ଧୂପକାଠିର ଧୂଆଁ ହୋଇପାରେ କ୍ୟାନ୍ସରର କାରଣ..

ଭୁବନେଶ୍ବର: ଅଗରବତୀ ବା ଧୂପକାଠି ଗୃହରେ ଆଧ୍ୟାତ୍ମିକତାକୁ ସୂଚାଇବା ସହ ଏହା ଶାନ୍ତି ଏବଂ ସମୃଦ୍ଧିକୁ ମଧ୍ୟ ବୃଦ୍ଧି କରିଥାଏ। କିନ୍ତୁ ଧୂପକାଠିର ଧୂଆଁ ଆମ ଶରୀରର ପାଇଁ କେତେ କ୍ଷତିକାରକ ଆପଣ ସେ ବିଷୟରେ ଜାଣିଛନ୍ତି କି ?ତେବେ ଆସନ୍ତୁ ଜାଣିବା ଧୂପକାଠିର ଧୂଆଁ ଆମ ଶରୀରର କଣ କ୍ଷତି…

ପୁଣି ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ

ଭଦ୍ରକ: ଭଦ୍ରକ ବ୍ଲକ ଚରମ୍ପା ଏରେଇଁ ପଞ୍ଚାୟତ ଧଳସାହିରେ କୋରନା ପଜିଟିଭ୍ ଚିହ୍ନଟ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ | ଘର ଘର ସର୍ଭିଲାନ୍ସ ସହ ଚିଲିଛି ଟ୍ରେସିଂ ଓ ଟେଷ୍ଟିଂ |

ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍

ଛତିଶଗଡ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର । ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି ରାଜ୍ୟ ସରକାର ।ତେବେ ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।୯ ତାରିଖ ସନ୍ଧ୍ୟା ୬ରୁ ୧୯ ତାରିଖ ସକାଳ ୬ଟା…