Odia News Portal
Browsing Tag

political news odisha

୩୧ ସୁଦ୍ଧା କିଣାଯିବ ପଞ୍ଜିକୃତ ଚାଷୀଙ୍କ ଧାନ: ମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ୬ ଦିନ ଧରି ଗୃହରେ ଅଚଳ ଅବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି |ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଏବେ ବି

ନିଆଁରେ ଜଳିଗଲା ୧୦ ବଖରା ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭଦ୍ରକ: ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୫ଟି ପରିବାରର ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଥିଲା । ସୂଚନା ଅନୁଯାୟୀ, ଗ୍ରାମର ଏକ ଘରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ

କଟକରେ କରୋନା ଆତଙ୍କ: ଦୁଇ ଦିନରେ୨୫ ସଂକ୍ରମିତ ଚିହ୍ନଟ

କଟକ: କଟକ ଘରୋଇ ବିଜ୍ଞାନ ମହାବିଦ୍ୟାଳୟରେ ଚିହ୍ନଟ ହେଲେ ଆଉ ୧୩ ପଜିଟିଭ ।ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କ ସ୍ବାବ ନମୁନା ଟେଷ୍ଟ କରାଯାଇଥିବା ବେଳେ, ୧୩ ଜଣଙ୍କ ନମୁନା ପଜିଟିଭ ଆସିଛି । ପୂର୍ବରୁ କଲେଜର ୧୨ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।