Odia News Portal
Browsing Tag

politics

ରାୟପୁରରେ ଅଛନ୍ତିକି ଦିବ୍ୟଶଙ୍କର, ଖୁବଶୀଘ୍ର ହୋଇପାରନ୍ତି ଜେରା

ଭୁବନେଶ୍ୱର: ମମିତା ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିବା ସହ ରାଜ୍ୟ ରାଜନୀତି ହୁଲସ୍ତୁଲ ହେଉଛି । ବିରୋଧୀମାନେ ଘନଘନ ପ୍ରେସମିଟ୍ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି । ତେବେ ଖୁବଶୀଘ୍ର ମନ୍ତ୍ରୀଙ୍କୁ ଜେରା କରିପାରେ

ନବୀନ ବାବୁଙ୍କ ହାତ ମୁଠାକୁ ଆମେ ଟାଣ କରିବୁ: ପ୍ରଦୀପ ମାଝୀ

କୋରାପୁଟ: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଆଜି ପ୍ରେମସମିଟରେ ଏଭଳି ସୂଚନା ଦେଇଛନ୍ତି ପ୍ରଦୀପ । ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତି ଲାଗି ସେ ବିଜେଡିରେ ସାମିଲ ହେବେ । ପ୍ରେସମିଟ ମାଧ୍ୟମରେ ସେ

କଂଗ୍ରେସ ଛାଡ଼ିଲେ, ବିଜେଡିରେ ମିଶିବେ

ଭୁବନେଶ୍ୱର: ଆଦିବାସୀ ନେତାଭାବେ ରାଜ୍ୟରେ ପରିଚିତ ଚେହେରା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିକଟରେ କଂଗ୍ରେସ ଛାଡ଼ିଛନ୍ତି । ତେବେ ସେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେବେ ବୋଲି

ଖାଲି ହୋଇଯିବ କି କଂଗ୍ରେସ ଭାଡି ?

ଭୁବନେଶ୍ୱର : କଂଗ୍ରେସର ଏବେ ଭାଡି ଖାଲି ହୋଇଯିବା ଅବସ୍ଥା । ଜଣକ ପରେ ଜଣେ ପୂର୍ବତନ ବିଧାୟକ ଓ ସାଂସଦ ଯେଭଳି ଦଳ ଛାଡୁଛନ୍ତି ସେହି ଧାରା ଜାରି ରହିଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ମଙ୍ଗ ଧରିବାକୁ ହାତଗଣତି କେତେଜଣଙ୍କୁ ବାଦ୍‍ ଦେଲେ ଆଉ କେହି ମିଳିବେ ନାହିଁ । ତେବେ ସର୍ବଦା

ଶହୀଦ ଯବାନଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଶାହା

ଜମ୍ମୁ : ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚିଛନ୍ତି । ଶ୍ରୀନଗରରେ ପହଞ୍ଚିବା ପରେ ଶାହା ସିଧା ଶହୀଦ ଇନସ୍‌ପେକ୍ଟର ପରବେଜ ଅହମ୍ମଦଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଶାହା ଶହୀଦ ଇନସପେକ୍ଟର ପରବେଜ ଅହମ୍ମଦଙ୍କ ପତ୍ନୀ

କାଶ୍ମୀର ଗସ୍ତରେ ଅମିତ ଶାହା

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ

ମମିତା ମେହେର ହତ୍ୟା ଘଟଣା, ଆପ ପାର୍ଟିର ବିକ୍ଷୋଭ

ବଲାଙ୍ଗୀର : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟl ମମିତା ମେହେର୍ ଙ୍କୁ ନ୍ୟାୟ ମିଳିବା. ଏବଂ ରାଜ୍ୟ ଗୃହ ମନ୍ତ୍ରୀ କୁ ବହିସ୍କାର କରିବା.ଏବ୍ଂ ଘଟଣା ର CBI ତଦନ୍ତ କରାଯିବା ଦାବି ନେଇ , ଗତ କାଲି ଜିଲ୍ଲା ପାଲ ଅଫିସ ସମ୍ମୁଖ ରେ ସନ୍ଧ୍ୟା 6 ଟା ସମୟରେ ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ଜିଲ୍ଲା

ମିଶନ ଦିବ୍ୟଶଙ୍କର! ନବୀନ ନିବାସରେ ଆରମ୍ଭ ହେଲା ରୁଦ୍ଧଦ୍ୱାର ବୈଠକ

ଭୁବନେଶ୍ୱର: ମମିତା ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ହୁଲସ୍ତୁଲ ହେଉଛି । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ତେବେ ମନ୍ତ୍ରୀଙ୍କ ଲାଗି ଦଳରେ ଅଡ଼ୁଆ ବଢ଼ିବାରେ ଲାଗିଛି । ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ

ମମିତା ହତ୍ୟା ଘଟଣାକୁ ନେଇ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀମାନେ ଘନ ଘନ ପ୍ରେସମିଟ୍ କରି ରାଜ୍ୟ ସରକାର ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରୁଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ

ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଲେ ନିରଞ୍ଜନ। ଦଳୀୟ ସଂଗଠନ ମଜବୁତ ସଂପର୍କରେ ଭେଟି ଆଲୋଚନା କରିଥିବାର ସେ କହିଛନ୍ତି ।