ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ପୁରୀ ଗସ୍ଥ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ପୁରୀ ଗସ୍ତର କାର୍ୟ୍ୟସୂଚୀ ଚୂଡାନ୍ତ ହୋଇଛି । ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ଅପରାହ୍ନ ୨ଟା ୪୫ ମିନିଟରେ ଭୁବନେଶ୍ୱରରେ ପହଂଚିବେ । ଅପରାହ୍ନ ୩ଟା ୩୫ରେ ପୁରୀରେ ପହଂଚିବେ ରାଷ୍ଟ୍ରପତି । ଅପରାହ୍ନ ୫ଟାରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ!-->…