Odia News Portal
Browsing Tag

puri

ନବ ବର୍ଷରେ ପୁରୀ ଗସ୍ତ କଲେ ପାଣ୍ଡିଆନ

ନୂଆ ବର୍ଷରେ ପୁରୀ ଗସ୍ତ କରି କାମ ତଦାରଖ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ କାମ ପରିଦର୍ଶନ କରିଛନ୍ତି । ୭୫ମିଟର ସୁରକ୍ଷା କରିଡର ନିର୍ମାଣ କାର୍ୟ୍ୟ ତଦାରଖ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କଟକଣା ଯୋଗୁଁ ମନ୍ଦିର ଭିତରକୁ ନଯାଇ ବାହାରେ…

ପୁରୀ ନୂଆନଇରେ ଭାସୁଛି ଯୁବକଙ୍କ ମୃତଦେହ

ପୁରୀ ନୂଆନଈରେ ଭାସୁଛି ଯୁବକଙ୍କ ମୃତଦେହ । ତେବେ ଯୁବକ ଜଣଙ୍କ ରବିବାର ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ସୋମବାର ନୂଆନଈରୁ ତାଙ୍କ ମୃତଦେହ ମିଳିଛି । ଖବର ପାଇ ପୁରୀ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି ନାଁ ଏହା…

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’

ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି…

ରବିବାର ମଧ୍ୟାନ ସୁଦ୍ଧା ପୁରୀରେ ପହଞ୍ଚିବ ଜୱାଦ

ଉତ୍ତର ଦିଗରେ ଗତି କରୁଛି ବାତ୍ୟା ଜୱାଦ । ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ଦୁର୍ବଳ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିବାଗ ବିଭାଗ । ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ବାତ୍ୟା। ପୁରୀରେ ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ ‘ଜଓ୍ବାଦ’। ସେହି ସମୟରେ ପବନର…

କଣ ରହିଛି ବାତ୍ୟାର ସ୍ଥିତି

ବାତ୍ୟା ଜୱାଦକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଜୱାଦ ଓଡ଼ିଶା ଉପକୂଳକୁ ଛୁଇଁବା ବେଳକୁ ଏହା ତୀବ୍ର ଅବପାତରେ ପରିଣତ ହୋଇଥିବ । ଯେଉଁଥିପାଇଁ ପବନର ବେଗ କମ ରହିବା ସହ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଏସଆରସି । ଏହାସହ ଜୱାଦ ବାବଦରେ ସୂଚନା ଦେଇ ଏସଆରସି କହିଛନ୍ତି,…

ଦୁର୍ବଳ ହେଉଛି ବାତ୍ୟା

ବାତ୍ୟା ଦୁର୍ବଲ ହେଉଛି ବୋଲି କହିଛି ପାଣିପାଗ ବିଭାଗ । ଦିଗପରିବତ୍ତନ କରି ଦୁର୍ବଳ ହେଉଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ୧୨ ଘଣ୍ଟା ପରେ ଉତ୍ତର ପୂର୍ବ ଦେଇ ଗତି କରିବ ବାତ୍ୟା ଜୱାଦ । ଏହାର ପ୍ରଭାବରେ ବର୍ଷା ଜାରୀ ରହିବ । ପୁରୀ ନିକଟରେ ହେବା ବେଳକୁ ଏହା ବାତ୍ୟା ରୂପରେ…

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା କାର୍ଯ୍ୟ ଆରମ୍ଭ

ଶ୍ରୀକ୍ଷେତ୍ର ହେବ ଐତିହ ସହର । ଦେଶର ଅନ୍ୟାନ୍ୟ ଧର୍ମପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ପାଇବେ ସ୍ୱତନ୍ତ୍ର ବ୍ୟବସ୍ଥା । ଯାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି କାର୍ଯ୍ୟ । ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ହ୍ୟାଲିପେଡ୍‌ରେ ପହଞ୍ଚିବା ପରେ ରୋଡ୍‌ ଦେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର…

ଜାଣନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମୁଖ୍ୟାଂଶ କଣ

• ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ୟ୍ୟ କରଣ । • ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ । • ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ । • ରଥଯାତ୍ରା…

୨୪ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେବେ…

ପୁରୀ : ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ସୋମବାରଠାରୁ ତିନି ଦିନିଆ ଯଜ୍ଞ ଆରମ୍ଭ ହୋଇଛି। ରବିବାର ଅଙ୍କୁରାରୋପଣ, ଅଧିବାସ ବିଧି ସମ୍ପର୍ଣ୍ଣ ହେବା ପରେ ସକାଳୁ ଯଜ୍ଞ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ଯଜ୍ଞ…