Odia News Portal
Browsing Tag

puri

ପୁରୀ ଗସ୍ତରେ ଭିକେ ପାଣ୍ଡିଆନ

ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସେ ପୁରୀ ଆସିଥିବାବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ କାର୍ୟ୍ୟକୁ ସେ…

ଆଜିଠୁ ମିଳିବ ଜଗା ଦର୍ଶନ

ଆଜିଠୁ ଖୋଲିଲା ଶ୍ରୀମନ୍ଦୀର , ଭକ୍ତଙ୍କୁ ମିଳିଲା ଜଗା ଦର୍ଶନ । ଶ୍ରୀଜିଉଙ୍କୁ ଦର୍ଶନ କରି ଧନ୍ୟ ହୋଇଯାଉଛି ଭକ୍ତଙ୍କ ନୟନ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ…

ପୁରୀରେ ଫୁଟିଲା ବୋମା

ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ବୋମା ମାଡ। କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

ସାଙ୍ଗଙ୍କ ଅଶ୍ଲୀଳ ଭିଡିଓ ଭାଇରାଲରେ ଅଭିଯୁକ୍ତ ଗିରଫ

ମହିଳା ସାଙ୍ଗଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା । ପୁରୀ ସାଇବର କ୍ରାଇମ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ। ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ…

ପୁରୀରେ ପୁଣି ଲଜ୍ୟା ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ପଡୋଶୀ ଘରର ଜଣେ ଯୁବକ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଶିଶୁକନ୍ୟାର ପରିବାର ଲୋକ। ଥାନାରେ ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ…

ପୁରୀରେ ଲଜ୍ୟା

ପୁରୀ: ପୁରୀରେ ଶିଶୁ କନ୍ୟାକୁ ଦୁଷ୍କର୍ମ । ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ପୀଡିତା । ସୂଚନା ଅନୁସାରେ ଗତକାଲି ନାବାଳିକା ଜଣକୁ ଛାତ ଉପରେ ଏକୁଟିଆ ଦେଖି ସେହି ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ…

ଗୁନ ସିଂହାରୀ ହତ୍ୟା କାଣ୍ଡ ଅଭିଯୁକ୍ତ ଖଲାସ

ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ୍ ଗୁନ ସିଂହାରୀ ଗୁଳିକାଣ୍ଡ ହତ୍ୟା ଘଟଣାର ଆଜି ଶୁଣାଣି ହୋଇଛି। ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟ ସମେତ ୫ ଜଣଙ୍କୁ ର୍ନିଦ୍ୱନ୍ଦରେ ଖଲାସ କରିଛନ୍ତି ଅତିରିକ୍ତ ସେସନ କୋର୍ଟ। ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା ସେବାୟତ ତଳୁଛ…

ଆଜି ଶ୍ରୀମନ୍ଦୀରରେ ପାଳିତ ହୋଇଛି ମକର ସଂକ୍ରନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା…

ସ୍ୱାର୍ଗଦ୍ୱାର ରେ ଲାଗିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ ହୋଇଛି । ଆସନ୍ତା ସୋମବାର ଅର୍ଥାତ ୧୦ ତାରିଖ ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପୁରୀବାସୀ ଶବ ସଂସ୍କାର କରିପାରିବେ । ଏହି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ସେ କହିଛନ୍ତି,…

କେମିକାଲ ବିସ୍ପରଣ ରେ ଜଣେ ଗୁରୁତର ଆହାତ

ପୁରୀ : କୃଷ୍ଣପ୍ରସାଦ ଗାଁ ରେ ବଡ ଧରଣର ଅଘଟଣ । ହଠାତ୍ ଡଙ୍ଗା ତିଆରି ଗୋଦାମରେ ଥିବା କେମିକାଲ ଦ୍ୱାରା ବିଷ୍ପୋରଣ ଘଟିଛି । ଏହି ବିଷ୍ପୋରଣ ରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଅରଖକୁଦା ଗାଁ ର ଉମେସ ବେହେରା । ତେବେ ଏହି ବିଷ୍ପୋରଣ କେଉଁ କାରଣରୁ ହେଲା ତାର…