Odia News Portal
Browsing Tag

rape

ଶିଶୁ କନ୍ୟାକୁ ଦୁଷ୍କର୍ମ କରି ନାବାଳକ ଗିରଫ

ଯାଜପୁର: ଖିର ଛାଡ଼ି ନଥିବା ଶିଶୁ ସହ କୁକର୍ମ କରି ୧୫ ବର୍ଷର ନାବାଳକ ଗିରଫ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଘରେ ଶିଶୁଟିର ମା ନଥିବା ବେଳେ ନାବାଳକ ଜଣକ ଘରେ ପଶି ଛୋଟ ଛୁଆ ସହ ଖରାପ କାମ କରୁଥିଲା । ଝିଅଟି କାନ୍ଦିବାକୁ ମା ଦୌଡ଼ି ଆସି ଦେଖିଥିଲେ ।…

ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଥମିବାର ନାଁ ଧରୁନି ଲଜ୍ଜା । ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ । ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଲଜ୍ଜା…

୧୪ ବର୍ଷର ଝିଅ ୬ ମାସର ଗର୍ଭବତୀ, ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ

ଚେନ୍ନାଇ: ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ଜଣେ ୧୪ ବର୍ଷରୁ ନାବାଳିକା ୬ ମାସର ଗର୍ଭବତୀ । ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୬ଜଣଙ୍କୁ ଗିରଫ କରିଛି । ତାମିଲନାଡ଼ୁର ପୋଲାଚିରୁ ଆସିଛି ଏଭଳି ଲଜ୍ଜାଜନକ ଖବର ।…

ଟି-ସିରିଜ ମୁଖ୍ୟ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଲୋକପ୍ରିୟ ବଲିଉଡ଼ ପ୍ରଯୋଜକ ତଥା ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟା ମହିଳା। ଏନେଇ ମୁମ୍ବଇର ଡିଏନ୍ ନଗର ପୁଲିସ ଶୁକ୍ରବାର ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ।…

ମହିଳା ଡାକ୍ତରଙ୍କୁ ବଳତ୍କାର ପରେ ଭିଡିଓ ଭାଇରାଲ କରାଇବା ମାମାଲାରେ ସାଙ୍ଗ ଗିରଫ

ଲକ୍ଷ୍ନୌ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମକାରୀଙ୍କ ସଂଖ୍ୟା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ସୁଦ୍ଧା ଥମିବାର ନାଁ ଧରୁନି ଲଜ୍ଜା । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ଡାକ୍ତରଙ୍କୁ ତାଙ୍କ ସାଙ୍ଗ ବଳାତ୍କାର କରିବା ପରେ ଭିଡିଓକୁ ଭାଇରାଲ କରାଇବାର ଭୟ…

ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦୁଷ୍କର୍ମ କଲା ଦୁର୍ବୁତ୍ତ

ବରଗଡ଼: ଅଭଦ୍ରାମୀର ସବୁସୀମା ପାର । ବିବାହିତା ମହିଳାଙ୍କ ଘରେ ପସି ଦୁଷ୍କର୍ମ । ମହିଳାଙ୍କ ସ୍ୱାମୀ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଭେଡେନ ଥାନା ଗୁରୁପାଲି ଗାଁରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ…

ଶୌଚ ହେବାକୁ ଯାଇଥିବା ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ

ଢ଼େଙ୍କାନାଳ: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ସୁଦ୍ଧା ଚେତୁନାହାଁନ୍ତି ନରରାକ୍ଷସ । ତେବେ ଶୌଚ ହେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଢ଼େଙ୍କାନାଳ ଜିଲ୍ଲା ସଦର ଥାନା…

ଚିକିତ୍ସା କରାଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ତାନ୍ତ୍ରିକ ଏବଂ ତାଙ୍କ ସହଯୋଗୀ

ଲକ୍ଷୌ: ଚିକିତ୍ସା କରାଇବା ବାହାନରେ ଦୁଷ୍କର୍ମ କଲେ ବାବା । ବୟସର ତାରତମ୍ୟ ଭୁଲିଯାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ ଦୁଇଜଣ ସହଯୋଗୀ ମଧ୍ୟ ଏଥିରେ ସପୃକ୍ତିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ମେରୁଟରୁ ଆସିଛି ଏଭଳି ଖବର । ଲିସାଡି…

ମହିଳାଙ୍କୁ ସାହାର୍ଯ୍ୟ କରିବା ବାହାନାରେ ୧୯ଦିନ ଧରି ଦୁଷ୍କର୍ମ କଲେ ପୋଲିସ ବାବୁ

ଜୟପୁର: ଦେଶରେ ଥମିବାର ନାଁ ଧରୁନି ଲଜ୍ଜା । ଆଇନ ରକ୍ଷକ ସାଜିଛି ଭକ୍ଷକ । ସାଧାରଣ ଜନତାଙ୍କ ଧନ ଜୀବନକୁ ରକ୍ଷା କରିବାକୁ ରହିଥିବା ପୋଲିସବାବୁ ସାହାର୍ଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ରାଜସ୍ଥାନ ପାଲି ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ଅଜୟପାଲ ଭାକାଲକୁ…

ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ, ଭିଣୋଇ କଲା ଦୁଷ୍କର୍ମ

ଜୟପୁର: ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ । ଘରେ ରହି କରୁଥିଲେ କାମ । ହେଲେ ମଦ୍ୟପ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପିଡିତା ଥାନାରେ ଅଭିଯୋଗ କରିବା ପରେ ଭିଣୋଇକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ…