Odia News Portal
Browsing Tag

rape

ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ପୁରେଇ ଦେଲେ, ଆଖି ବୁଜିଲେ ପିଡ଼ିତା

ମୁମ୍ବାଇ: ବହୁ ଚର୍ଚ୍ଚିତ ନିର୍ଭୟା କେସର ରିପିଟ୍ ଟେଲିକାଷ୍ଟ । ପ୍ରଥମେ ଦୁଷ୍କର୍ମ । ଆଉ ପରେ ମନ ନବୁଝିବାରୁ ପିଡିତାଙ୍କ ଗୁପ୍ତାଙ୍ଗରେ ପୁରେଇ ଦେଲା ଲୁହା ରଡ଼ । ମୁମ୍ବାଇରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ।…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବି ଛାଡ଼ିଲେନି…

ଗଞ୍ଜାମ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ବୃଦ୍ଧାଙ୍କଠାରୁ ଆରମ୍ଭ କରି ନାବାଳିକା କେହି ବି ବାଦ ପଡୁନାହାଁନ୍ତି ଦୁଷ୍କର୍ମକାରୀଙ୍କ ନଜରରୁ । କିଛି କ୍ଷଣର ସୁଖ ଲାଗି ନିଜର ହିତାହିତ ଜ୍ଞାନ ଭୁଲି ନରରାକ୍ଷସ ପାଲଟି ଯାଉଛନ୍ତି ଦେହଲୋଭି ମଣିଷ । ବୟସର ତାରତମ୍ୟ ନଦେଖି…

ଦୁଇ ଝିଅଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ବାପା, ଥାନାରେ ଅଭିଯୋଗ କଲା ମା’

ଉତ୍ତରପ୍ରଦେଶ: ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କକୁ ଭୁଲିଗଲା । ନିଜ ଜନ୍ମକଲା ଝିଅ ସହ ଶାରିରୀକ ସମ୍ପର୍କ ରଖିଲା ବାପା । କିଛିକ୍ଷଣର ସୁଖ ଲାଗି ପଶୁ ପାଲଟିଲା ବାପା । ପ୍ରଥମେ ବଡ଼ ଝିଅ ସହ ବର୍ଷେ ଖରାପ ସମ୍ପର୍କ ରଖିବା ପରେ ଶେଷରେ ସାନ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ…

ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲେ ନାବାଳିକା, ସାଙ୍ଗ ସହ ୬ଜଣ ମିଶି କଲେ ଦୁଷ୍କର୍ମ

ରାଞ୍ଚି: ବିଶ୍ୱାସରେ ବିଷ । ସାଙ୍ଗର ବିଶ୍ୱାସରେ ବିଷ । ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କ ଭୁଲିଗଲା । ବିଶ୍ୱାସରେ ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିବା ବେଳେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ୭ଜଣ । ଝାଡ଼ଖଣ୍ଡର ରାଞ୍ଚିରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ତେବେ…

ଭଡ଼ାଟିଆ ମା’ ଝିଅଙ୍କୁ ଦୁଷ୍କର୍ମ କଲେ ବାପାଙ୍କ ସହ ୩ ପୁଅ

ନୂଆଦିଲ୍ଲୀ: ଘୋର କଳିକାଳ । କିଛି କ୍ଷଣର ସୁଖ ଲାଗି ସବୁକିଛି ଭୁଲିଯାଉଛି ମଣିଷ । ସାମାନ୍ୟ ଦେହର ସୁଖ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । ୭୦ ବର୍ଷୀୟ ବାପାଙ୍କ ସହ ୩ଜଣ ପୁଅ ମିଶି ତାଙ୍କ ଘରେ ଭଡ଼ା ରହୁଥିବା ମହିଳା ଓ ତାଙ୍କ ୧୨ ବର୍ଷୀୟା ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି ।…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର। ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀ ମା'। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା। ହାଇକୋର୍ଟ ରିଟ୍…

ଭିଡିଓ ଭାଇରାଲ ଭୟ ଦେଖାଇ ଦୁଷ୍କର୍ମ

ଲକ୍ଷେ୍ନø: ସ୍ତ୍ରୀର ଅଶ୍ଲୀଳ ଫଟୋ ଏବଂ ଭିଡିଓ ଉଠାଇଥିଲା ସ୍ୱାମୀ । ସ୍ତ୍ରୀ ସହ ସମ୍ପର୍କ ରଖୁଥିବା ସମୟର ଭିଡିଓ, ଗାଧୋଉଥିବା ସମୟ ଫଟୋ ଏବଂ କପଡା ବଦଳଥିବା ସମୟର ଅନେକ ଭିଡିଓ ରଖିଥିଲା । ତେବେ ଏହିସବୁ ଭିଡିଓ ଓ ଫଟୋକୁ ନିଜ ଭିଣୋଇଙ୍କ ପାଖକୁ ପଠାଇଥିଲା ମହିଳାଙ୍କ ସ୍ୱାମୀ । ଯାହାର ସୁଯୋଗ…

୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲେ ୫ ଦୁର୍ବୁତ୍ତ

ଲକ୍ଷ୍ନୌ: ଲଜ୍ଜା । ପୁଣି ଲଜ୍ଜା । ସମ।।ନ୍ୟ ଦେହର ସୁଖ ଆଗରେ ସବୁକିଛି ତୁଚ୍ଛ । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ବସୁଛନ୍ତି ଅମାନୁଷିକ କାଣ୍ଡ । ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ୫ଜଣ ମିଶି ଦୁଷ୍କର୍ମ କରିଛନ୍ତିି । ମଧ୍ୟପ୍ରଦେଶରୁ ଆସିଛି ଏଭଳି…

ଭାଇ ସାମନାରେ ଉଭଣୀକୁ ଦୁଷ୍କର୍ମ କଲା ଦୁର୍ବୃତ୍ତ

ଜୟପୁର: ଥମିବାର ନାଁ ଧରୁନି ଲଜ୍ଜା । ଭାଇକୁ ତାଲା ପକାଇ ଭଉଣୀକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ରାଜସ୍ଥାନ ଚିଡ଼ାୱା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି ଏଭଳି ଖବର । ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ନାମକ ଜଣେ ଯୁବକ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଚିତ୍କାର ଶୁଣି…

ଶାଳୀକୁ ବିବାହ ପ୍ରତିଶ୍ରୃତି ଦେଇ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଭିଣୋଇ

ବାଲେଶ୍ୱର: ବିଶ୍ୱାସରେ ବିଷ ଦେଲା ପ୍ରେମିକ । ସମ୍ପର୍କୀୟ ଶାଳୀକୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ନାବାଳିକା ଶାଳୀକୁ ଦୁଷ୍କର୍ମ କରିଛି ଭିଣୋଇ । ନିଜେ ଦୁଷ୍କର୍ମ କରିବା ସହ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଛି । ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭିଣୋଇ ଓ ସାଙ୍ଗକୁ ଗିରଫ କରିଛି ।…