ଅଦିନରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଇଲେ ଗଜପତି: ବ୍ୟବସ୍ଥା ବଦଳିପାରେ, ତିଥି ନୁହେଁ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖନିସୃତ ନିର୍ଦ୍ଦେଶ, ପବିତ୍ର ଶାସ୍ତ୍ର ତଥା ମହର୍ଷି ବେଦବ୍ୟାସଙ୍କ ରଚିତ ପୁରାଣ, ଅନନ୍ତ କାଳରୁ ପ୍ରତିଷ୍ଠିତ ପରମ୍ପରା ଅନୁପାଳନ ପୂର୍ବକ ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ…