Odia News Portal
Browsing Tag

rayagada

୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା: ସ୍ଥାନୀୟ ପ୍ରେମନଗର ଅଞ୍ଚଳରୁ ଜଣଙ୍କ ଘରୁ ୩୨ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷେ ୬୦ ହଜାର ହେବ । ରାୟଗଡ଼ା ଅବକାରୀ ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନୀଳାଚଳ ସୁନାମୁଦି । ଅଭିଯୁକ୍ତ ଗଞ୍ଜେଇ ସିଗାରେଟ କରି ସ୍ଥାନୀୟ ଅଞ୍ଚଳରେ…

ଘର ଭିତରେ ଚାଲିଥିଲା ସେକ୍ସ ରାକେଟ୍‌, ମାଡ଼ି ବସିଲା ପୋଲିସ

ରାୟଗଡ଼ା: ଲକଡାଉନ ସମୟରେ ମାତିଛନ୍ତି ଦେହ ବ୍ୟବସାୟୀ । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ବେପାର । କିଛିଦିନ ହେବ ଏଭଳି ଖବର ପ୍ରତିଦିନ ନଜରକୁ ଆସୁଛି । ସେପଟେ ଆଜି ରାୟଗଡ଼ା ସହରରେ ଘର ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ରାୟଗଡ଼ା ଗୌତମ ନଗର ୬ ନମ୍ବର ଲେନରେ ଘରେ ସେକ୍ସ…

ଅଣକୁଶଳୀ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା , ରାୟଗଡା ଜିଲ୍ଳାରୁ ଉପକୃତ ହେବେ ୧,୩୩,୫୪୭ଜଣ

ରାୟଗଡା: ମହାମାରୀ କରୋନା ସମୟରେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇ ତା ବାବଦକୁ ସରକାରଙ୍କ ନିର୍ଦ୍ଧାରିତ ଧାର୍ଯ୍ୟ ହିସାବରେ ମଜୁରୀ ପ୍ରଦାନ କରାଯାଉଥିଲା । ଗତ ୨୦୨୧ ଏପ୍ରିଲ ୧ତାରିଖରୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ତିନିମାସ ପାଇଁ ମନରେଗା ଯୋଜନାରେ…

ଟାଟା ମ୍ୟାଜିକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା: ଟାଟା ମ୍ୟାଜିକ ଉପରେ ଚଢ଼ିଗଲା ଟ୍ରକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା…

ବ୍ୟାଙ୍କରେ କରୋନା

ରାୟଗଡ଼ା: ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ । ଶେଷରେ ବ୍ୟାଙ୍କରେ ପଡ଼ିଲା ତାଲା । ରାୟଗଡ଼ା ସଦର ବ୍ଲକ ଜେକେପୁରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ…

କଏଦୀଙ୍କୁ ଘାରିଲାଣି କରୋନା ଭୟ

ରାୟଗଡ଼ା: କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେବେ ଜେଲରେ ରହିଥିବା କଏଦୀଙ୍କୁ ମଧ୍ୟ କରୋନା ଭୟ ଘାରିଛି । ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଓ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ…

ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

ବିଷମକଟକ: ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାରାଫାଶ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର ସାମୁଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୁହା…