Odia News Portal
Browsing Tag

rayagada

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତଦେହ ଠାବ

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡ଼ା କଲ୍ୟାଣସିଂହପୁର ସରକାରୀ କ୍ବାର୍ଟର୍ସରୁ ମିଳିଲା ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲ୍ୟାଣସିଂହପୁର ଥାନା ସଦର ମହକୁମାରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା…

ପ୍ରେମକୁ ନେଇ ଯୁଵକକୁ ହତ୍ୟା ସନ୍ଦେହ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ମହକୂମା ଦୁଵେକଲୋନୀ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ କାଲି ଏକ ବନ୍ଦ କୋଠରୀ ପଛରେ ଥିବା କୂଅରୁ ରସିଲଗାଇ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ମୁନିଗୁଡା ପୋଲିସ ଆଇ ଆଇ ସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାମନଗୁଡା ଓ ଗୁଣପୁର ଗସ୍ଥ କରି ବିଭିନ୍ନ ଉନ୍ନୟନମୂଳକକାର୍ୟ୍ୟର ସମୀକ୍ଷା କରିଥିଲେ । ରାମନଗୁଡା ଉଚ୍ଚ ବିଦ୍ୟାଳୟର ଅଧୁନିକକରନ , ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଖେଳ ପଡ଼ିଆର କାର୍ୟ୍ୟ ସମୂହ ପରିଦର୍ଶନ କରିଥିଲେ । ସମସ୍ତ କାର୍ୟ୍ୟ ଶୀଘ୍ର…

ନାଗାବଳି ନଦୀରେ ଭାସିଗଲେ ବାପପୁଅ

ରାୟଗଡା: ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀର ଝୁଲାପୋଲ ଏବଂ ହାତିପଥର ନିକଟରେ ପାରଳାଖେମୁଣ୍ଡିର ଦୁଇଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ନିଖୋଜ ଦୁଇ ଜଣ ହେଲେ ପାରଳାଖେମୁଣ୍ଡି ସହରର କେ. ଜିତେନ୍ଦ୍ର (୧୯) ଓ କେ. ଶ୍ରୀନିବାସ (୪୫)। ସେମାନେ ବାପା ଓ ପୁଅ ବୋଲି ଜଣାପଡିଛି। ସେମାନଙ୍କ…

କାଳହେଲା ଭିଡିଓ ବନେଇବା ନିଶା

ରାୟଗଡ଼ା: ସୋସିଆଲ ମିଡିଆରେ ଭିଡିଓ ବନେଇ ଲାଇକ କମେଣ୍ଟ ପାଇବା ଲାଗି ଯୁବପୀଢ଼ିଙ୍କ ମଧ୍ୟରେ ଲାଗୁଛି କଣ୍ଟେଷ୍ଟ । ତେବେ ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି କି ଭିଡିଓ ବନେଇବାକୁ ଯାଇ ପ୍ରାଣ ହରାଇଛନ୍ତି ଅନେକ ଯୁବକ ଏବଂ ଯୁବତୀ । ଏହାରିଭତରେ ନାଗାବଳୀ ନଦୀ କୂଳରେ ଅଘଟଣ ଘଟିଛି। ନଦୀରେ ବୁଡି…

ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ

ରାୟଗଡ଼ା: ଆସୁଛି ବାତ୍ୟା ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ଏହାପୂର୍ବରୁ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଯେଉଁ ସ୍ଥାନରେ ବିପଦ ରହିଛି ସେଠାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ରାୟଗଡା ଜିଲାକୁ ରେଡ଼ ଜୋନରେ ଘୋଷଣା କରିଥିବା ବେଳେ କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଆଜି କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଚଢାଉ କରି ୧୦୦୮ କେଜି ଗଞ୍ଜେଇ ସହ ଟ୍ରକକୁ…

ରାୟଗଡ଼ା ଏମଆର୍ଟ୍ ସେଣ୍ଟର ଫର ଆର୍ଟସ୍ ଆଣ୍ଡ କଲଚର୍ ଅଫ୍ ଇଣ୍ଡିଆର ଶୁଭ ଉଦଘାଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା: ଏମ୍ଆର୍ଟ୍ ସେଣ୍ଟର ଫର୍ ଆର୍ଟସ୍ ଏଣ୍ଡ୍ କଲଚର୍ ଅଫ୍ ଇଣ୍ଡିଆ, ରାୟଗଡ଼ ତରଫରୁ ବିଦ୍ୟା ନଗର ସ୍ଥିତ ସଂସ୍କୃତି ଭବନ ଠାରେ ଶ୍ରୀ ମାନବାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ସଭାପତି ଯୋଗେଶ୍ୱର ଦାସଙ୍କ ସଭାପତିତ୍ବରେ ଶୁଭ ଉଦଘାଟନ ସହ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ…

ରାୟଗଡ଼ାରେ ଜନ ଆଶୀର୍ବାଦ ରାଲିରେ ଯୋଗଦେଲେ ରେଳମନ୍ତ୍ରୀ

ରାୟଗଡା: କେନ୍ଦ୍ର ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆଜି ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱର ଠାରୁ ରେଳ ଯୋଗ ଆସି ସେ ରାୟଗଡା ଠାରେ ପହଞ୍ଚିଛନ୍ତି। ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ଯାତ୍ରୀ ସହିତ କଥା ହୋଇଥିଲେ। ସେହିଭଳି ଜିଲ୍ଲା ବିଜେପି…

ଆମ୍ବୁଲାନ୍ସ ଓ ଟ୍ୟାଙ୍କର ଧକ୍କା, ୪ ମୃତ

ରାୟଗଡା: ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଟ୍ରେଲର । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ, ଅମ୍ବାଦଳା ନିକଟ ମଂଜରିକୋପା ଠାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ । ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା…