Odia News Portal
Browsing Tag

special story

ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧିଦଳଙ୍କ ବିଗୁଲ ଫୁଙ୍କା

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ର୍ନିବାଚନ ପାଖେଇ ଆସୁଥିବାବେଳେ ରାଜ୍ୟର ଦୁଇ ବିରୋଧିଦଳ ଏବେଠାରୁ ବିଗୁଲ ବଜାଇଲେଣି । କଂଗ୍ରେସ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଥିବାବେଳେ ବିଜେପି ବିଦ୍ୟୁତ୍ ଦରବୃଦ୍ଧି ଓ ଆବାସ…

ଗଢ଼ୁଛି ରଥ, ବଢ଼ୁଛି ଭାବାବେଗ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ବିନା ଭକ୍ତରେ ଆରମ୍ଭ ହୋଇ ଯାଇଛି ରଥଟଣା । ସେବାୟତମାନେ ରଥ ଟାଣୁଛନ୍ତି । ନାଟୁଆ ଠାକୁରଙ୍କ ନାଟ ବଡ଼ ଅଜବ । ଚମଚକ୍ଷୁ ପୁରୀ ଯାଇ ଦେଖି ପାରୁନି ମହାପ୍ରଭୁଙ୍କୁ । ରଥଟଣାକୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଦେଖି ଭକ୍ତମାନେ ଭାବ ବିହ୍ୱଳ ହୋଇ ପଡିଛନ୍ତି ।…

ରାଜଧାନୀବାସୀ ମଶା କାମୁଡାରେ କଲବଲ, ଚଢଉରେ ମାତିଛି ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀବାସୀ ମଶା କାମୁଡାରେ କଲବଲ ହେଉଥିବା ଏବଂ ଡେଙ୍ଗୁରେ ସଂକ୍ରମିତ ହେଉଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ମଶା ନିୟନ୍ତ୍ରଣ ଅପେକ୍ଷା ଦୋକାନ ବଜାର ସିଲ୍ ଓ ବିବାହ ମଣ୍ଡପ ଚଢଉରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଖୋଦ ରାଜଧାନୀରେ ଡେଙ୍ଗୁ ଅଣାୟତ ହେଉଥିବାବେଳେ…

ଡରାଇଲାଣି ତେଳ ଦର

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ତେଳ ଦର । ସେ ପେଟ୍ରୋଲ ଡିଜେଲ ହେଉ ବା ଖାଇବା ତେଲ । ସବୁଦର ଏବେ ମହଙ୍ଗା ହେବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଢ଼କ ପଡିଛି । ପେଟ୍ରୋଲ ଦର ରାଜ୍ୟରେ ୧୦୦ ପାର କରି ସାରିଲାଣି । ଲକଡାଉନ ସମୟରେ ଲୋକେ କାମ ଧନ୍ଦା ନପାଇ…

ମହାମାରୀରେ ଖାଦ୍ୟ ସାମଗ୍ରୀ ଉପରେ ମହଙ୍ଗା ମାଡ଼

ଭୁବନେଶ୍ୱର: ଗୋଟିଏ ପଟେ କରୋନା, ଅନ୍ୟପଟେ ମହଙ୍ଗା ମାଡ଼ । ଆକାଶ ଛୁଇଁଛି ଖାଦ୍ୟ ଦର । ଗୋଟିଏ ଓଳି ଖାଇବା ପାଇଁ ସଂଘର୍ଷ କରୁଛି ଗରିବ । ମହାମାରୀ ଯୋଗୁ ଜୀବିକା ଯାଇଛି । ଗରିବ ଆହୁରି ଗରିବ ହୋଇଯାଇଛି । ଆୟ ନ ଥିବାରୁ ଭୋକରେ ଆଉଟୁ ପାଉଟୁ ହେବା ଛଡ଼ା ଉପାୟ ନାହିଁ । ସମଗ୍ର ବିଶ୍ୱରେ…

ଜୀବିକା ଉଜାଡ଼ି ଦେଇଛି କରୋନା

ନୂଆପଡ଼ା: ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଯିଏ ଦିନେ ମାଟିକୁ ଜୀବନ ଦେଉଥିଲା ଆଜି ତାରି ଜୀବନ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଛି । ତାଲାବନ୍ଦର ପ୍ରଭାବରେ ଜୀବନ ଜିବିକା ଲକ୍ ହୋଇ ଯାଇଥିବା ବେଳେ ବେଶୀ ପ୍ରଭାବିତ ହୋଇଛି କୁମ୍ଭାର ଶିଳ୍ପ । ହାଟ ବଜାର ସବୁଆଡ ବନ୍ଦ ଥିବାରୁ ମାଟି ତିଆରି…

ଚଞ୍ଚଳାଙ୍କ ଦୁଃଖ ଶୁଣ ସରକାର

ପୁରୀ: ଶରୀର ଉଚ୍ଚତା ମାତ୍ର ୨ ଫୁଟ୍‌ ୧୦ ଇଂଚ୍‌ । ବୋଝ ଉପରେ ଳଲିତା ବିଡା ପରି ବାମନ ହୋଇଥିବାରୁ ବୟସର ବାର୍ଦ୍ଧକ୍ୟ ଅବସ୍ଥାରେ ଛଟପଟ ହେଉଛନ୍ତି ଏହି ବୃଦ୍ଧା । ଏ ହେଉଛନ୍ତିି ପୁରୀ ମାର୍କଣ୍ଡେଶ୍ୱର ସାହିର ଚଂଚଳା ଓଝା । ବୟସ ଆସି ୬୫ ବର୍ଷ ହେଲାଣି । କୁଆଡେ ଯିବା ତ ଦୂରର କଥା ଠିକ୍‌ସେ…

ଅନାଥ ଶିଶୁକୁ ଆପଣାଇବ ବା କିଏ ?

ମାହାଙ୍ଗା: ୧୪ବର୍ଷର ପିଲାଟିଏ । ଦୁନିଆକୁ ବୁଝିବା ଆଗରୁ ହୋଇଗଲା ମା ଛେଉଣ୍ଡ । ସ୍ନେହ ପାଇବା ଆଗରୁ ମା କୁ ଛଡାଇ ନେଲା ଦଇବ । କୋହ ଓ ଲୁହର ଏ କାହାଣୀ ଆସିଛି କଟକ ଜିଲ୍ଲା ବେଗୁନିଆ ପଡାରୁ ।.. ସିଦ୍ଧାର୍ଥ ଦାସ । ଡାକ ନା- ହେଲମେଟ । ଯେଉଁଠି ବସୁଛି ବସି ରହୁଛି । ଯେଉଁଠି ପାରୁଛି ଶୋଇ…

ହେଲିକପ୍ଟର କିଣିଲେ କବାଡି ବାଲା

ନୂଆଦିଲ୍ଲୀ: ପ୍ରତ୍ୟେକ ମେସିନ ଜାତୀୟ ଜନିଷ ମନୁଷ୍ୟଙ୍କୁ ଆକର୍ଷିତ କରିଥାଏ । ଏମିତି ବେଳେ ବେଳେ ଜେସିବ ଏବଂ କ୍ରେନ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ । ଏବେ ଉଡାଜାହାଜରେ ଲୋକେ ସବୁବେଳେ ଯିବା ଆସିବା କରୁଛନ୍ତି । ଏବଂ ପ୍ରାୟ ବିଶିଷ୍ଟ ଲୋକଙ୍କ ପାଖରେ ବି ନିଜସ୍ୱ ହେଲିକପ୍ଟର ରହୁଛି ।…

ଭୁବନେଶ୍ୱରରେ ୯୯ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ଦିନକୁ ଦିନ ପେଟ୍ରୋଲ ଦର ଆକାଶ ଛୁଆଁ ହେବାକୁ ବସିଲାଣି । ଆଜି ରାଜଧାନୀ ଭୁବନେଶ୍ୱରରେ ୯୯ ଟଙ୍କା ୨୪ ପଇସା ରହିଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ମଧ୍ୟ ବଢ଼ିଥିବା ଦେଖିବାକୁ ମିଳୁଛି । ଡିଜେଲ ଲିଟର ପିଛା ୯୬ ଟଙ୍କା ୮୮ ପଇସା ରହିଛି । ତେବେ ଭୁବନେଶ୍ୱରରେ ଦିନେ କିମ୍ବା…