Odia News Portal
Browsing Tag

special story

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ସମରସଜ୍ଜା, ନେତାଙ୍କୁ ଘରଭଡା ଚିନ୍ତା

ଭୁବନେଶ୍ୱର : ପଞ୍ଚାୟତ ନିର୍ବଚନ ଠିକଣା ସମୟରେ ହେବାନେି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରିବାପରେ ଏବେ ଗାଁ ଗାଁରେ ରାଜନୀତି ବିଗୁଲ ବାଜିବା ସହିତ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡେରା ପକାଇବା ଆରମ୍ଭ କରିଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ କଂଗ୍ରେସ ଠାରୁ ବିଜେପି ଓ ବିଜେଡି ଢେର…

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍‌ରେ ମିଳୁଛି ସୁବିଧା, ଟଙ୍କା ଆସୁଛି କୁଆଡୁ?

ଭୁବନେଶ୍ୱର : ଚିଟଫଣ୍ଡ ଅଭିଯୁକ୍ତମାନେ ଜେଲରେ ଏବେ ମଉଜ ମଜଲିସ୍ କରୁଛନ୍ତି । ଯେତେବେଳେ ଯାହା ଚାହୁଁଛନ୍ତି ସେତେବେଳେ ତାହା ଉପଲବ୍ଧ ହେଉଛି । କେବଳ ଏଥିପାଇଁ ପଇସା ଦେଇଦେଲେ ହେଲା । ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ଏଭଳି କାରବାର ଚାଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ମଉଜ…

ସରକାରଙ୍କୁ ଅଡୁଆ ହେଲାଣି ରାଜ୍ୟ ରାଜଧାନୀ, କରୋନା-ଡେଙ୍ଗୁ-ସାଇକେଲ-ଜଳବନ୍ଦୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅଡୁଆ ହେଲାଣି ରାଜ୍ୟ ରାଜଧାନୀ । କରୋନାର କହର ହେଉ କିମ୍ବା ଡେଙ୍ଗୁ ସଂକ୍ରମଣ ଅଥବା ବାଟବଣା ସାଇକେଲ ଯୋଜନା, ରାଜଧାନୀରେ ଅଧିକାଂଶ ସମସ୍ୟା ବେକାକୁ ହେଉଥିବାରୁ ବିରୋଧିଦଳ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଯାଉଛନ୍ତି । ଏହା ଫଳରେ ସରକାରଙ୍କ ବହୁ ସଫଳତା…

ନିଶା ବେପାରୀଙ୍କ ପ୍ରତି ରାଜଧାନୀ ପୁଲିସ୍ କୋହଳ, ସକାଳେ ଧରି ସଞ୍ଜରେ ଛାଡୁଛନ୍ତି

ଭୁବନେଶ୍ୱର : ନିଶା ବେପାରୀଙ୍କୁ ସାବାଡ ପାଇଁ ପୁଲିସ୍ ଡିଜି କଡା ନିର୍ଦ୍ଦେଶ ଦେଉଥିବାବେଳେ ରାଜଧାନୀ ପୁଲିସର ନିଶା ବେପାରୀଙ୍କ ପ୍ରତି କୋହଳ ମନୋଭାବ ଏବେ ଚର୍ଚ୍ଚାର ବିଷୟ ହୋଇଛି । ନିଶା ବେପାରର ପେଣ୍ଠସ୍ଥଳ ପାଲିଟିଥିବା ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରୁ ଜଣେ କୁଖ୍ୟାତ ନିଶା ବେପାରୀକୁ ଚୋରା…

ଜୋରଦାର ହେବ କଂଗ୍ରେସ-ବିଜେପି ଲଢେଇ, ବିଜେଡି ଖୁସ୍‌

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନବ ନିଯୁକ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଯେଉଁ ଗୁରୁମନ୍ତ୍ର ଦେଇଛନ୍ତି ସେଥିରୁ ଆଗାମୀ ଦିନରେ ଦୁଇ ଜାତୀୟଦଳ କଂଗ୍ରେସ-ବିଜେପି ଲଢେଇ ରାଜ୍ୟରେ ଜୋରଦାର ହେବ ବୋଲି ଆଭାସ ମିଳିଛି । କଂଗ୍ରେସ ମୁଖ୍ୟତଃ କେନ୍ଦ୍ରର ବିଜେପି…

ଗୋଡାଇଲାଣି ଟେଲିଫୋନ ଟ୍ୟାପିଙ୍ଗ୍ ଭୂତ

ଭୁବନେଶ୍ୱର : ଟେଲିଫୋନ୍ ଟ୍ୟାପିଙ୍ଗକୁ ନେଇ ଦେଶ ଉଠୁଥିବା ପଡୁଥିବାବେଳେ ଏହି ଭୂତ ଏବେ ଓଡିଶାର କିଛି ରାଜନେତା, ଅଫିସର, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗୋଡାଇଲାଣି । କାଳେ ଏମାନଙ୍କ ଫୋନକୁ କିଏ ଟ୍ୟାପିଙ୍ଗ୍ କରୁଥିବ ସେହି ଭୟରେ ଦୁଇ ଦିନ ହେଲା କିଛି ନେତା ଓ ଗଣମାଧ୍ୟମ…

ସଚିବାଳୟ ସେବା କ୍ୟାଡର ଦାୟିତ୍ୱରୁ ଅଧିକାରୀଙ୍କୁ ହଟାଇବାକୁ ଦାବି, ପ୍ରଶାସନିକ ଇତିହାସରେ ପ୍ରଥମ

ଭୁବନେଶ୍ୱର : ଲୋକସେବାଭବନ ପ୍ରଶାସନିକ ବ୍ୟବସ୍ଥାରେ ଦେଖା ଦେଇଛି ନୂଆ ଅଭିଯୋଗ । ଜଣେ କର୍ମଚାରୀଙ୍କୁ ସଚିବାଳୟସେବା କ୍ୟାଡରରୁ ହଟାଇବାପାଇଁ କର୍ମଚାରୀମାନେ ଏକାଠିହେବା ସହିତ ଆନ୍ଦୋଳନ ଧମଦେଇଛନ୍ତି । ଏ ସଂକ୍ରାନ୍ତରେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ବି ହୋଇଛନ୍ତି, ଯାହା…

ଆଉଟସୋର୍ସିଂରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ମିଳୁନି ଇପିଏଫ୍ ସୁବିଧା, ସଂସ୍ଥା-ବାବୁ ମିଲିଭଗତ

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ଚାକିରି । ଦରମା ବି କିଛି କମ୍ ନୁହେଁ । ବ୍ୟାଙ୍କ୍ ଆକଉଣ୍ଟକୁ ପ୍ରତିମାସରେ ମୋଟା ରକମର ଦରମା ଆସୁଛି । ହେଲେ ବ୍ୟାଙ୍କରୁ ଋଣ ପାଇଁ ଗଲେ ଫେରାଇ ଦିଅ।।ଯାଉଛି । ଏହାର କାରଣ ହେଉଛି ଆଉଟସୋର୍ସିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀଙ୍କର ଇପିଏଫ୍ କଟୁନାହିଁ…

ଚବିଶ ପାଇଁ ଚପାକସିଆ କସରତ, ନବେ ଦଶକର ନେତାଙ୍କ ଉପରେ ନଜର

ଭୁବନେଶ୍ୱର ; ୨୦୨୪ ପୂର୍ବରୁ ୨୦୨୨ ହେବାକୁ ଯାଉଛି ରାଜନୈତିକ ସେମିଫାଇନାଲ । ରାଜ୍ୟରେ ସବୁ ଦଳ ପାଇଁ ଆସନ୍ତାବର୍ଷ ହେବାକୁ ଯାଉଛି ଏସିଡ ଟେଷ୍ଟ । କିଏ କିଣିବ ମନ, କିଏ କରିବ ଶାସନ । ୨୨ କହିବ ୨୪ ଫଳାଫଳ । ୨୦୨୨ ଦ୍ୱିତୀୟାର୍ଦ୍ଧରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ଯାହାର…

ରାଜନୈତିକ ସଭା, ଶୋଭଯାତ୍ରା ଉପରେ ହେଉନି କାର୍ଯ୍ୟାନୁଷ୍ଠାନ, ପୁଲିସ୍ ସାଜିଛି ଦର୍ଶକ

ଭୁବନେଶ୍ୱର: ରାଜ୍ୟର ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଗତ କିଛିଦିନ ଧରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ରେ ରେ କାର କରୁଥିବାବେଳେ ରାସ୍ତାଘାଟରେ ରାଲି, ଶୋଭାଯାତ୍ରା, ପ୍ରତିବାଦ, ଭାଷଣବାଜି ଚଳାଇଛନ୍ତି । ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ପରସ୍ପର ଉପରେ ଦୋଷ ଲଦୁଥିବା…