Odia News Portal
Browsing Tag

srimandir

ଆଉ ଅଳ୍ପ ସମୟ ପରେ ବସିବ ବୈଠକ, ଆସିବ ଶ୍ରୀମନ୍ଦିର ଦର୍ଶନର ନୂଆ ଏସଓପି

ପୁରୀ: ଦିନ ୧୨ଟାରେ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ ବସିବ । ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରଶାସନର ନୂଆ ନିୟମାବଳୀ ନେଇ ଆଲୋଚନା ସମ୍ଭାବନା ରହିଛି । ସପ୍ତାହାନ୍ତ ସଟ୍ଡାଉନ ଉଠିଯାଇଥିଲେ ମଧ୍ୟ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଛି । ଏହି ଦୁଇ ଦିନ ଶ୍ରୀମନ୍ଦିର ଖୋଲିବା,…

ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ରାଜ୍ୟର କିଛି ଧର୍ମାନୁଷ୍ଠାନ ଖୋଲିଛି । ତେବେ ଶ୍ରୀମନ୍ଦିର କେବେ ଖୋଲିବ ତାକୁ ନେଇ ସବୁଠି ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ । ପ୍ରଥମ ୫ଦିନ କେବଳ ପୁରୀ ବାସୀ…

ମହାପ୍ରସାଦ ଲାଗି ହୋଇଥିବା ଟୋକେନ ବ୍ୟବସ୍ଥାରେ ଅବ୍ୟବସ୍ଥା

ପୁରୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ମହାପ୍ରସାଦ ଦେବା ଲାଗି ଟୋକେନ ବ୍ୟବସ୍ଥା କରାଯାଇଛି । ତେବେ ଟୋକେନ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖା ଦେଇଥିବା ନଜରକୁ ଆସିଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଶହଶହ ଲୋକ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଘଣ୍ଟା ଘଣ୍ଟା…

କରୋନା ମୁକାବିଲା ପାଇଁ ୧ କୋଟି ୫୧ ଲକ୍ଷ ଦାନ କଲା ଶ୍ରୀମନ୍ଦିର

ଭୁବନେଶ୍ୱର() କରୋନାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଢକୋଟି ଟଙ୍କା ଦାନ କରିଛି ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ କୋଟି ୫୧ ଲକ୍ଷ ଟଙ୍କା ଦାନ କରାଯାଇଛି…

ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର

ପୁରୀ () ୨ ଦିନରେ ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ପାଇଁ ଆଗାମୀ ୨ ଦିନ ଭିତରେ ସବୁ ପର୍ୟ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ହୋଟେଲ ଖାଲି କରିବା ପାଇଁ ପର୍ୟ୍ୟଟକଙ୍କୁ କୁହାଯାଇଛି । ଆଗୁଆ ହୋଟେଲ…

ଏଣିକି ଶ୍ରୀମନ୍ଦିର ଭିତରକୁ ପାନ ଖାଇ ଗଲେ ଜରିମାନା

ପୁରୀ() ଆସନ୍ତା ଏପି୍ରଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି । ଆଜି ଏଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ…

ପୁଣି ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି

ନୂଆଦିଲ୍ଲୀ() ପୁଣି ୪ସପ୍ତାହ ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି ।ପରିଚାଳନା କମିଟି ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଦୁଇ ସପ୍ତାହ ଭିତରେ ପୁଣି ରିପୋର୍ଟ ଦାଖଲ କରିବାକୁ ଆମିକସ୍ କ୍ୟୁରୀଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର…

କାଲି ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ ()  ଆସନ୍ତା ୨୬ରେ ସୂର୍ୟ୍ୟପରାଗ ପାଇଁ ଶ୍ରୀମନ୍ଦିର ରାତିସାରା ୨୫ ତାରିଖ ଖୋଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଡିସେମ୍ଵର ୨୬ ସକାଳ ୮ ଘଂଟା ୨୦ ମିନିଟ୍ ୮…

ବଢିଲା ସ୍ୱେଚ୍ଛାକୃତ ଜମି ପ୍ରଦାନ ଅବଧି

ଭୁବନେଶ୍ୱର() ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ୭ ଦିନ ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶ୍ରୀମନ୍ଦିର ନିରପତ୍ତା ବଳୟ ନିମନ୍ତେ…

ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫ % ଘରୋଇ ଜମି

ଭୁବନେଶ୍ୱର() ସ୍ୱେଚ୍ଛେକୃତ ଭାବରେ ସଂଗ୍ରହ ହେଲା ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି । ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀ ଦିନ ମୁଖ୍ରମନ୍ତ୍ରୀ ପୁରୀ ବାସୀଙ୍କୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିରର ନିରାପତ୍ତା…