Odia News Portal
Browsing Tag

sumit-tapaswini case

ସୁମିତ ଓ ତପସ୍ୱିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ଲାଗି ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁମିତ ନେଇଥିବା ଭଡ଼ା ଘରକୁ…

ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭରଣପୋଷଣ…

ଜିଲ୍ଲା କୋର୍ଟଙ୍କ ରାୟ କୁ ଟାର୍ଗେଟ କଲେ ସୁମିତ

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦରେ ନୂଆମୋଡ । ଗତ ୪ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଉପରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ । ଡିମ୍ପଲ, ସୁମିତଙ୍କ ଘରେ ରହିବା ଏବଂ ମାସିକ ୧୭ ହଜାର ଟଙ୍କା ଦେବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ସୁମିତଙ୍କ ବେଡରୁମରେ ରହିବେ ବୋଲି ଜିଦ୍ଦି ଧରିଲେ ତପସ୍ୱିନୀ

ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଗଞ୍ଜାମ ଜିଲା ଜଜ କୋର୍ଟ ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ୱିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ ପରିବାର ପକ୍ଷରୁ ତାଙ୍କୁ ରହିବାକୁ ଯେଉଁ ଘର ଦିଆ…

ସୁମିତ ତପସ୍ୱିନୀ ଙ୍କ ବିବାଦର ଅନ୍ତ

ବହୁଚର୍ଚ୍ଚିତ ସୁମିତ୍ ଓ ତପସ୍ୱିନୀ ବୈବାହିକ ଜୀବନରେ ବିବାଦ ମାମଲାରେ ରାୟ ଶୁଣାଇଛନ୍ତି ଛତ୍ରପୁର ଜିଲ୍ଲା କୋର୍ଟ । ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ରହିବେ ଡିମ୍ପଲ୍ । ମାସିକ ଡିମ୍ପଲଙ୍କୁ ୧୭ ହଜାର ଟଙ୍କା ଦେବେ ସ୍ୱାମୀ ସୁମିତ୍ । ଏନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରା…

ସୁମିତ-ତପସ୍ୱିନୀ ବିବାଦ, ଲାଗିଲା ୧୪୪ ଧାରା

ବ୍ରହ୍ମପୁର: ବ୍ରହ୍ମପୁର ର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ଡାକ୍ତର ସୁମିତ୍ ଙ୍କ ଘର ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଗହଳି ଏଡାଇବା…

ବିବାଦର ହଉନି ଅନ୍ତ ଶାଶୁଘରେ ଆଗରେ ରୋଷେଇ କଲେ ତପସ୍ୱିନୀ

ବ୍ରହ୍ମପୁର: ଶାଶୂଘର ଆଗରେ ଜାରି ରହିଛି ତପସ୍ୱିନୀଙ୍କ ପ୍ରତିବାଦ। ଶୀତ କାକରରେ ଘର ଆଗରେ ଧାରଣା ଦେବା ସହ ସେଇଠି ରାତିରେ ରହୁଛନ୍ତି ତପସ୍ୱିନୀ। ଆଜିଠାରୁ ଶାଶୁ ଘର ଆଗରେ ରୋଷେଇ ଆରମ୍ଭ କରିଛନ୍ତି। ତେବେ ସ୍ୱାମୀ ସୁମିତ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତପସ୍ୱିନୀ। …

ସୁମିତ ପରିବାର ଲୋକଙ୍କୁ ଭେଟିଲା ପୋଲିସ୍

ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାର ଘଟଣାକ୍ରମେ ଆଜି ସୁମିତ ପରିବାର ଲୋକଙ୍କୁ ପୋଲିସ୍ ଭେଟିଥିବାର ଖବର ମିଳିଛି। ସୁମିତଙ୍କ ବାପାଙ୍କ ସହ ପୋଲିସ୍ ଆଲୋଚନା କରିଛି। ବ୍ରହ୍ମପୁର ଏସଡିପିଓ ଏବଂ ବୈଦନାଥପୁର ଥାନା ଅଧିକାରୀ ସୁମିତଙ୍କ ଘରେ ପହଞ୍ଚି ସେ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ…