Odia News Portal
Browsing Tag

supreme court

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ନୂଆ ଆଇନ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର(ଇସି)ଙ୍କ ନିଯୁକ୍ତି ସମ୍ପର୍କିତ ନୂଆ ଆଇନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମୋଦୀ ସରକାର ଆଣିଥିବା ନୂଆ ଆଇନରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ…

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବିବିସି ଡକ୍ୟୁମେଣ୍ଟାରୀ ନିଷିଦ୍ଧ କରିବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଗୁଜରାଟ ଦଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ଏହି ବିବିସି ଡକ୍ୟୁମେଣ୍ଟାରୀକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । …

ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ଓଡ଼ିଶା ସରକାର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକଟ୍ ଅନ…

ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଧାରା ୧୨୪-ଏ ତଥା ଦେଶଦ୍ରୋହ ଆଇନର ପୁନର୍ବିଚାର ପର୍ଯ୍ୟନ୍ତ ଏହି ଧାରା ଅନୁଯାୟୀ କୌଣସି ନୂଆ ମାମଲା ରୁଜୁ ନ କରିବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ। ଏ ବାବଦରେ କେନ୍ଦ୍ର ରାଜ୍ୟମାନଙ୍କ ପାଇଁ…

କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

କରୋନା ଟିକାକରଣ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ବଡ଼ ନିଷ୍ପତ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଯେଉଁମାନେ କରୋନା ଟିକା ନେଇ ନାହାଁନ୍ତି, ସେମାନଙ୍କ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ କଟକଣା ଲଗାଇବା ଅନୁଚିତ ବୋଲି…

ସୁପ୍ରିମକୋର୍ଟରେ ପହଞ୍ଚିଲା ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ପ୍ରସଙ୍ଗ

ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ଶୁଣାଣି ଆରମ୍ଭରେ କୋର୍ଟ ଏହି ମାମଲାରେ କିଛି କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ…

ହିଜାବ ବିବାଦର ତତ୍କାଳ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ହିଜାବ ବିବାଦକୁ ନେଇ ବଢିବାରେ ଲାଗିଛି ସମସ୍ୟା । କର୍ଣ୍ଣାଟକର ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାକୁ ରୋକ ଲାଗିବା ବିରୋଧରେ ଦାୟର ମାମଲାର ଏବେ ଶୁଣାଣି କରିବା ପାଇଁ ମନାକରି ଦେଇଛନ୍ତି ସୁପ୍ରିମକୋଟ । କୋର୍ଟ କହିଛନ୍ତି, ‘ଆମେ ଠିକ ସମୟରେ ଏହାର ଶୁଣାଣି କରିବୁ, ଅପେକ୍ଷା କରନ୍ତୁ,…

ନିର୍ବଚନରେ ଉପହାର ବାଣ୍ଟୁଥିବା ଦଳକୁ କରାଯିବ ବ୍ୟାନ

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଉପହାର ବାଣ୍ଟୁଥିବା ରାଜନୈତିକ ଦଳର ମାନ୍ୟତା ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପିଟିସନ୍। ଏହି ପିଟିସନ୍ରେ କୁହାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ସରକାରୀ ଅର୍ଥକୁ ବ୍ୟବହାର କରି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଉପହାର…

ବାପାଙ୍କ ସଂପତିରେ ଝିଅର ଅଧିକାର ଅଛି ସୁପ୍ରିମ କୋର୍ଟଙ୍କ ରାୟ

ବାପାଙ୍କ ସମ୍ପତ୍ତିରେ ଝିଅର ମଧ୍ୟ ସମାନ ଅଧିକାର ଅଛି। ସୁପ୍ରିମକୋର୍ଟ ଗୁରୁବାର ଦିନ ଜଣେ ହିନ୍ଦୁ ମହିଳାଙ୍କ ସମ୍ପତ୍ତିରେ ଉତ୍ତରାଧିକାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିବାବେଳେ କହିଛନ୍ତି ଯେ ବିନା ଇଚ୍ଛାରେ ମୃତ୍ୟୁବରଣ କରିଥିବା ଜଣେ ହିନ୍ଦୁ ପୁରୁଷର ଝିଅ ପିତାଙ୍କ…

ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ‘ଟିକାକରଣ ନୀତି’ରେ ଅଦାଲତ ହସ୍ତକ୍ଷେପ ନ କରନ୍ତୁ। ବିଚାର ବ୍ୟବସ୍ଥା ହସ୍ତକ୍ଷେପ କଲେ ପରିଣାମ ଅଭୂତପୂର୍ବ ଏବଂ ଅବାଞ୍ଛନୀୟ ହେବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ ଅଛି। କେନ୍ଦ୍ର ସରକାର କହିଛନ୍ତି ଯେ, ଦୁଇଟି…