ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ଡିସିପିଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ ଜଗମୋହନ ମୀନା। ୨୦୧୩ ବ୍ୟାଚ୍ର ଏହି ଆଇପିଏସ ଅଫିସର ପୂର୍ବରୁ ମାଲକାନଗିରି, ଗଂଜାମର ଏସପି ରହି…
