ଜେଲରୁ ଅପରେଟ୍ ହେଉଛି ବ୍ରାଉନସୁଗର କାରବାର
ଖୋର୍ଦ୍ଧା ଜେଲ ଭିତରୁ ମାଫିଆମାନେ ଅପରେଟ କରୁଛନ୍ତି ବ୍ରାଉନସୁଗର କାରବାର। ଏହି ଜେଲ ଭିତରୁ ଗୋଟିଏ ମୋବାଇଲ ଫୋନ ଜବତ ହେବା ପରେ ଖୋଲିଛି ଗୁମର। ଖୋର୍ଦ୍ଧା ଟାଉନ ଥାନା ପୁଲିସ ଖୋର୍ଦ୍ଧା ସହରରୁ ଜଣେ ଯୁବତୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ!-->…
