ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଫିଲ୍ମର ସଂଘର୍ଷମୟ କାହାଣୀ
୧୯୩୬ରେ ରିଲିଜ୍ ହୋଇଥିଲା ପ୍ରଥମ ଓଡ଼ିଆ ଫିଲ୍ମ ସୀତା ବିବାହ । ସେବେଠୁ ଆଜି ଯାଏଁ ଅନେକ ସଂଘର୍ଷ ଓ ଘାତ ପ୍ରତିଘାତକୁ ଦେଖିଛି ଓଡ଼ିଆ ସିନେମା ଜଗତ । ସମୟ ବଦଳିବା ସହ ଲୋକଙ୍କ ଚାହିଦା ବଦଳିଛି ଓ ତା’ସହ ସିନେମାର ଶୈଳୀ । ଓଡ଼ିଆ ଫିଲ୍ମର ୮୮ ବର୍ଷର ସଂଘର୍ଷମୟ କାହାଣୀକୁ ବେଶ୍ ସୁନ୍ଦର ଭାବେ!-->…
