ବିଜେପି ସହ ସମ୍ପର୍କ ଛିନ୍ନ କଲେ ଏହି ଜଣାଶୁଣା ଅଭିନେତ୍ରୀ
ଜଣାଶୁଣା ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି) ସହ ୨୫ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦଳର ଏକ ଗୋଷ୍ଠୀ ତାଙ୍କ ପ୍ରତି ବିଶ୍ଵାସ ଘାତକତା କରିଥିବା ବ୍ୟକ୍ତିଙ୍କୁ ସମର୍ଥନ କରୁଛି ।
ତାଙ୍କ ସୋସିଆଲ ମିଡିଆ!-->!-->!-->…
