ହାଇଟେକ୍ ବିସ୍ଫୋରଣ ଘଟଣା: ସେ ମୋ ପୁଅ ନୁହେଁ: ଜ୍ୟୋତିଙ୍କ ବାପା
ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ଜ୍ୟୋତିରଞ୍ଜନ ମଲ୍ଲିକ ବାପାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଚିକିସିôତ ବ୍ୟକ୍ତି ମୋ ପୁଅ ନୁହେଁ । ମୋ ସଂସାର ବୁଡିଗଲା, ମୋର କେହି ନାହାନ୍ତି କହିଲେ । ମେଡିକାଲର ଭୁଲ୍ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନାହିଁ । ଘଟଣା ଦିନ ପୁଅ!-->…
