ବାହାନଗା ଟ୍ରେନ ଟ୍ରାଜେଡି : ଏବେବି ଅଚିହ୍ନା ୨୮ ମୃତ ଦେହ
ବାହାନଗା ଟ୍ରେନ ଟ୍ରାଜେଡି ,ଏମସ ରେ ପଡ଼ିରହିଛି ୨୮ ମୃତ ଦେହ । ସୂଚନା ଦେଲେ ଭୁବନେଶ୍ୱର ଏମସ ସୁପରିଟେଣ୍ଡେଣ୍ଟ । ମୋଟ ୮୧ଟି ମୃତ ଦେହ ଥିଲା , ଦାବିଦାର ଥିଲେ ୧୧୦ ଜଣ । ଡିଏନଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ କଲା । ମ୍ୟାଚ ହୋଉନଥିବା ୨୮ ମୃତ ଦେହ ଏମସ ରେ ସଂରକ୍ଷିତ ରହିଛି । ଗତ!-->…
