Odia News Portal
Browsing Tag

swadhikar news

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭.୩୧ରେ ତାଙ୍କର ପରଲୋକ ହୋଇଛି। ଗତକିଛି ଦିନ ହେବ ଅସୁସ୍ଥତା କାରଣରୁ ଦିଗପହଣ୍ଡିର ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଜିପିଏସ୍ ସିଷ୍ଟମ ଲଗାଇଲେ ବିଚାରାଧୀନ କଏଦୀଙ୍କୁ ଘରେ ରହିବାର ମିଳିବ ଅନୁମତି। ନଚେତ ସେମାନଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ ରାତି । ଏପରି ଏକ ପ୍ରସ୍ତାବ ଜେଲ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ହଇରାଣ ହେବେନି ଅବୈଧ ସନ୍ତାନ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ । ୨୦୧୧ ମସିହାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ହିନ୍ଦୁ ନିୟମ ଅନୁଯାୟୀ ସନ୍ତାନଙ୍କୁ ସମ୍ପତ୍ତିରୁ ଭାଗ ମିଳିବା କଥା ବୋଲି

ସମନ୍ବୟ କମିଟି ଗଠନ‌ କଲା ‘ଇଣ୍ଡିଆ’ ମେଣ୍ଟ, ଏକାଠି ନିର୍ବାଚନ ଲଢ଼ିବାକୁ ସଂକଳ୍ପ ଗୃହୀତ

ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଶୁକ୍ରବାର ୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କରାଯାଇଛି। ଏହି ପ୍ୟାନେଲରେ କେସି ବେଣୁଗୋପଳ, ଶରଦ ପାୱାର, ଏମ.କେ ଷ୍ଟାଲିନ, ସଞ୍ଜୟ ରାଉତ, ତେଜସ୍ୱୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢ଼ା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା,

SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିପାରିବେ SC\ST ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଖର୍ଚ୍ଚ ହେବ । ଏହି ଯୋଜନା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ । ଏହା

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ ସରକାର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବାବଦରେ ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି କ୍ରମେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ‌ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। କମିଟି ସଦସ୍ୟଙ୍କ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କମିଟି ‘ଗୋଟିଏ ଦେଶ, ଗୋଟିଏ

୪୮ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ,ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ

ଉତ୍ତର-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଗକୁ ଅଧିକ ଘନୀଭୂତ ହୋଇ ୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ପରବର୍ତୀ ୪୮ଘଣ୍ଟାରେ ଏକ ଲଘୁଚାପ

ରାଜଧାନୀରେ ଜଣେ କଲେଜ ଛାତ୍ରଙ୍କୁ ଛୁରାମାଡ

ପୁଣି ରାଜଧାନୀ ଅଶାନ୍ତ । ଗୋଟିଏ ପରେ ଗୋଟିଏ ଅପରାଧ ଘଟି ଚାଲିଛି । ଏବେ ପୁଣି ରାଜଧାନୀରେ ଛୁରାମାଡ ହୋଇଛି । ଜଣେ କଲେଜ ଛାତ୍ରଙ୍କୁ ହୋଇଛି ଛୁରାମାଡ । ପରୀକ୍ଷା ସାରି ଫେରୁଥିବା ବେଳେ ଛୁରାମାଡ ହୋଇଛି । ଛୁରାମାଡରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ସ୍ୱାଇଁ ଗୁରୁତର । ସୂଚନା

ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଥିବା ଜଣାପଡ଼ିଛି। ଉଭୟ ପ୍ରଜାତିରୁ ଗୋଟିଏ ଲେଖାଏଁ ଯୋଡି ଚିଡିଆଖାନାରେ ଛଡାଯାଇଛି। ଉଭୟ ଗୋଲଡେନ୍ ହ୍ୟାଣ୍ଡେନ୍ ଟାମାରିନ ଏବଂ ସ୍କ୍ବିରେଲ୍ ମଙ୍କି ହାତର ପାପୁଲି ଅଂଶ ସୁନେଲି ରଙ୍ଗର ।

୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ଦେଶରେ ସାଧାରଣ ନିର୍ବାଚନର ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସଦ ଭଙ୍ଗ କରି ଆଗୁଆ ନିର୍ବାଚନ ହେବା ଲାଗି ରହିଥିବା ଚର୍ଚ୍ଚା ଆଜି ଆଉ ଟିକିଏ ଅଧିକ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ମାସ(ସେପ୍ଟେମ୍ବର) ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର