Odia News Portal

ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା 

ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ମାମଲା । ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୨ ମାସ ଭିତରେ କମିଟି ଗଠନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ।