Odia News Portal
Browsing Tag

swadhikar news

ସାବଧାନ! ଏଣିକି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ କନିଶନରେଟ ପୋଲିସ ତରଫରୁ ଜଣାଇ ଦିଆଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ଭୁବନେଶ୍ୱରର ପ୍ରମୁଖ ଛକ ଲାଗିଛି ୩୨ଟି…

ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ପରେ ସେ ସେଥିପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କହି ଚର୍ଚ୍ଚାରେ ରଣବୀର କପୂର

୨୦୨୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଏବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏଥିସହିତ ଆଲିଆ ଭଟ୍ଟଙ୍କୁ ସିନେମା…

ରଣକ୍ଷେତ୍ର ପାଲଟିଛି ବାମରା ଷ୍ଟେସନ

ବାମରା ଷ୍ଟେସନରେ ପୋଲି ଜନତା ମୁହାଁମୁହିଁ । ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହୋଇଛନ୍ତି । ଆନ୍ଦେଳନକାରରଙ୍କ ଉପରେ ଆରପିଏଫ୍ର ଲାଠିଚାଳନା । ପୋଲିସ ଉପରକୁ ଆନ୍ଦୋଳନକାରୀଙ୍କ ଠେଲା ପଥର ମାଡ । ପଥର ଗାଡିର ପୋଲି ଗାଡି ଭାଙ୍ଗିଥିବା ସୂଚନା ମିଳିଛି ।ଡିଆରଏମ୍ ପ୍ରତିଶୃତି…

ପୋଲିସରେ ଶୃଙ୍ଗଳା ନାହିଁ ବହୁ ଗୋପାଳ ଦାସ ବାହାରିବେ

ନବ ଦାସ ହତ୍ୟା ଘଟଣାରେ ସିବିସଆଇ ତଦନ୍ତ ନକରି ଅଭିଯୁକ୍ତର ବିହେବବିଆଲ ଆର୍ଟିଚ୍ୟୁଡ ସଂପର୍କରେ ତଦନ୍ତ ପାଇଁ ଆମେରିକାରୁ ଏଫବିଆଇ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିବା କଣ ଆବଶ୍ୟକତା ଅଛି ବୋଲି ଓଡିଶାର ପୁର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।ଆଜି…

ଅଧିନାୟକଙ୍କ ନାମ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ଏହାର ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଟି -୨୦ ଫ୍ରାଞ୍ଚାଇଜ୍ ଲିଗ୍ (SA20) ରେ ସନରାଇଜର୍ସ ଫ୍ରାଞ୍ଚାଇଜ୍ ଦଳର…

ବିଧାନସଭାରେ ନୂଆ ଜିଲ୍ଲା ଗଠନ ନେଇ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା

ରାଜ୍ୟରେ ନୂଆ ଜିଲ୍ଲା ଗଠନ ସଂପର୍କରେ ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ପ୍ରମିଳା ମଲ୍ଲିକ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ…

ସୁରନେବେ ଅବସର ମଇଦାନକୁ ଆସିବେ ସିଦ୍ଧାର୍ଥ, ମନ୍ମଥ

ବରିଷ୍ଟ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଆସନ୍ତା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ପିତା ସୁରେଶ ରାଉତରାୟ କହିଥିଲେ କି ସେ ଆସନ୍ତା ନିର୍ବାଚନ ଲଢିବେ ନାହିଁ । ତାଙ୍କ ସାନ ପୁଅ ମନ୍ମଥ ସୁରଙ୍କ ଆସନ ଜଟଣୀରୁ ବିଧାନସଭାକୁ କଂଗେସ ପ୍ରାର୍ଥୀ…

ଓଡିଶା ଅର୍ଥନୈତିକ ସର୍ଭେ ; ଜାତୀୟ ହାର ଠାରୁ କମିଲା ରାଜ୍ୟର ମୁଣ୍ଡପିଛା ଆୟ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗୁରୁବାରଦିନ ବିଧାନସଭାରେ ଆଗତ ହୋଇଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି । ୨୦୨୧-୨୨ରେ ଏହା ୧୧.୫ ପ୍ରତିଶତ ଥିଲା । ସେହିପରି ନୂଆ ଆର୍ଥିକ ବର୍ଷ ଅର୍ଥାତ୍…

ବିଦାୟ ସାନିଆ; ଦୁବାଇରେ ଶେଷ ହେଲା ଟେନିସ୍ କ୍ୟାରିୟର

ଭାରତୀୟ ସୁନ୍ଦରୀ ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ୩୦ ବର୍ଷ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି।…

୧୫ ବର୍ଷର ପୁରୁଣା ଗାଡି ମାଲିକଙ୍କ ଉପରେ ଚଡକ

ରାଜ୍ୟରେ ଆସନ୍ତା ମାସ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଗାଡି ରାସ୍ତାରୁ ହଟାଯିବ । ଏହି ଗାଡି ଗୁଡିକ ମାର୍ଚ୍ଚ ୧୫ ତାରଖ ସୁଦ୍ଧା ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ ବର୍ଷରୁ ଅଧିକ ହୋଇଥିବା ଗାଡି ଗୁଡିକ…