Odia News Portal
Browsing Tag

swadhikar news

କୋଭିଡ଼ ହସ୍ପିଟାଲରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ନୂଆପଡ଼ା: କୋଭିଡ଼ ହସ୍ପିଟାଲରେ ଅସଦାଚରଣ । ହସ୍ପିଟାଲରେ ଚିକିତ୍ସିତ ଯୁବକ ଅନ୍ୟ ଜଣେ ସଂକ୍ରମିତ ଯୁବତୀଙ୍କୁ କରିଛନ୍ତି ଅସଦାଚରଣ । ନୂଆପଡ଼ା ଜିଲ୍ଲା କୋଭିଡ଼ ହସ୍ପିଟାଲରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ । କୋଭିଡ଼ ହସ୍ପିଟାଲରେ କରୋନା ସଂକ୍ରମିତ ଜଣେ ଯୁବତୀ ଚିକିତ୍ସିତ ହେଉଥିବା ବେଳେ…

ବିନା ରେଜିଷ୍ଟ୍ରେସନରେ ନେଇ ପାରିବେନି ୩ୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ଅଧିକଙ୍କ ଟିକାକରଣ । ତେବେ ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ | ଲୋକମାନେ ନିଜର ରେଜିଷ୍ଟ୍ରେସନ କରି…

ମା’ଙ୍କ ଉପସ୍ଥିତିରେ ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ

ମାହାଙ୍ଗା: ମାସେ କାଳ ନାବାଳିକାଙ୍କୁ ଗଣଦୁଷ୍କର୍ମ । ମା’ଙ୍କ ଉପସ୍ଥିତିରେ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତଙ୍କ ସହ ମା’ଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା । ୪/୫ ଜଣ ଲୋକ ଘରେ ପଶି ଜୋରଜବରଦସ୍ତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାହାଙ୍ଗା…

ରାଜଧାନୀରେ ଟିକା ନେଲେ ୧୮ ବର୍ଷରୁ ଅଧିକ

ଭୁବନେଶ୍ୱର: ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ | ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ସୂଚନା ଅନୁଯାୟୀ ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଡ୍ରାଏ ରନ ହୋଇଛି । ବିଏମସି…

ଦେଶରେ ପ୍ରତିଷ୍ଠା ହେବ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ବେଡ୍

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କ ସହ ଏକାଧିକ ବୈଠକ କରି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

କୋଭିଡ୍ ହସ୍ପିଟାଲ ହେଲା ତାଳଚେର ଏମସିଏଲ୍ ହସ୍ପିଟାଲ

*ଅନୁଗୁଳ ଜିଲ୍ଲା ଓ ଆଖପାଖ ଅଂଚଳର କୋଭିଡ୍ ରୋଗୀ ଉପକୃତ ହେବେ - ଧର୍ମେନ୍ଦ୍ର ପ୍ରଧାନ *ଗତ ଏପ୍ରିଲ ୨୦ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | * ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ…

ବାଲୁକାକଳା ମାଧ୍ୟମରେ କୋଭିଡ ସଚେତନତା

ପୁରୀ: ଦେଶରେ କୋଭିଡ ସଂକ୍ରମଣ ଏବେ ଧୃତ ଗତିରେ ବ୍ୟାପୁଥିବା ବେଳେ ସମସ୍ତ ଜନ ସାଧାରଣ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନିବା ଉଚିତ। ଏଥି ସହିତ ସଟ ଡାଉନ ଓ ଲକ ଡାଉନ ନିୟମ କୁ ମଧ୍ୟ ପ୍ରତେକ ବ୍ୟକ୍ତି ମାନିବା ଉଚିତ। ଏଥି ସହିତ ୬ ଫୁଟ ଦୂରତା , ମାସ୍କ ପିନ୍ଧିବା ଏବଂ କୋଭିଡ ଟୀକା ନିଶ୍ଚିତ…

ଶେଷହେଲା ଶ୍ରୀକ୍ଷେତ୍ର ସାହିଯାତ୍ରା

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ୍ରା ଶେଷ ହୋଇଛି | ଶ୍ରୀରାମ ଜନ୍ମ ନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିଲା | ଗତକାଲି ରାବଣ ବଧ ନୀତିରେ ଶେଷ ହୋଇଛି | ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ବାଲିସାହି ରାବଣ ବାହାରି ସାହି ପରିକ୍ରମା କରି ଜମ୍ବେଶ୍ୱର ମନ୍ଦିରରେ…

ରାଜ୍ୟରେ ଆଉ ୧୧ ଆକ୍ରାନ୍ତ ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତ ପ୍ରାଣ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…