Sign in
Sign in
Recover your password.
A password will be e-mailed to you.
Browsing Tag
swadhikar news
ବେଲଗାମ୍ କରୋନା: ଦିନକରେ ୧୦,୪୧୩ ପଜିଟିଭ୍ ଚିହ୍ନଟ
*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ଜଣ ଚିହ୍ନଟ |
ମୋ ସ୍କୁଲରେ ୧୨୧ କୋଟିର ପ୍ରକଳ୍ପକୁ ଅନୁମୋଦନ
-୩୩ ହଜାର ସ୍କୁଲରେ ମୋ ସ୍କୁଲ ପ୍ରକଳ୍ପ
-ହାଇସ୍କୁଲ ଟ୍ରାନ୍ସଫରମସେନ୍ କାର୍ଯ୍ୟକ୍ରମରେ ହଜାରେ ସ୍କୁଲ
5 ଟି ସଚିବଙ୍କ ‘ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍’ କାର୍ଯ୍ୟକ୍ରମରେ କେନ୍ଦୁଝର
ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣକୁ ଆଖି ଆଗରେ ରଖି (5 ଟି) ସଚିବ ଭି.କେ ପାଣ୍ଡିଆନ୍ କେନ୍ଦୁଝର ଜିଲ୍ଲାରେ ‘ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ, ଜିଲ୍ଲାର ୧୩ଟି!-->…
ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ
ଭୁବନେଶ୍ୱର : ଅମାନିଆମାନେ ମାନୁନାହାଁନ୍ତି କଟକଣା । ଦୋକାନରେ ଲଗାଉଛନ୍ତି ଲମ୍ବାଲାଇନ୍ । ଫଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ରଖାଯାଉଛି । ତେବେ ଆଜି ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ଦିନ!-->…
ସୋଆ ପ୍ରଫେସରଙ୍କୁ ଶ୍ରେଷ୍ଠ ପ୍ରଧ୍ୟାପକ ସମ୍ମାନ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଦୀର୍ଘ ଦିନ ଧରି ଶିକ୍ଷା!-->…
କେବଳ ଗୁରୁତର ରୋଗୀଙ୍କୁ ହିଁ ଯାଆନ୍ତୁ ହସ୍ପିଟାଲ
ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରୁ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ଗୁରୁତର ରୋଗୀଙ୍କୁ ହିଁ ହସ୍ପିଟାଲ ଆସନ୍ତୁ | କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ଛାନିଆ ନହୋଇ ନିଜକୁ!-->…
ଦିନ ୨ଟା ପରେ କଟକରେ ଦୋକାନ ବନ୍ଦ
ଭୁବନେଶ୍ୱର: ଦିନ ୨ଟା ପରେ କଟକ ସହରରେ ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିବ | କରୋନା ସ୍ଥିତି ନେଇ ସିଏମସି କମିଶନର ପ୍ରେସମିଟ୍ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ସଂକ୍ରମଣ ବଢୁଛି!-->…
ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ
ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ ଆଜି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ରୋହିତ ଆଜତକ ପୂର୍ବରୁ ଜୀ ନ୍ୟୁଜରେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ!-->!-->!-->…
ମେ ୧ରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ
ଭୁବନେଶ୍ୱର: ମେ ୧ରୁ ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ,ଟାଇଗର ସଫାରୀ, ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । କୋବିଦ ସଂକ୍ରମଣ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି |
ସୂଚନା ଅନୁଯାୟୀ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ!-->!-->!-->…