Odia News Portal
Browsing Tag

swadhikar news

ଭଦ୍ରକରେ ଦିନ ୨ଟା ପରେ ସବୁ ଦୋକାନ ବନ୍ଦ, ଜାଣନ୍ତୁ ପୁରା ଖବର

ବର୍ତମାନର ବଡଖବର । ବଡ ନିଷ୍ପତି ନେଇଛି ଭଦ୍ରକ ପୌରାଂଚଳ ବ୍ୟବସାୟୀ ସଂଗଠନ । ଆସନ୍ତା ମେ ୩ ତାରିଖ ଅର୍ଥାତ ସୋମବାର ଠାରୁ ଦିନ ୨ଟା ପରେ ପୌରାଂଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ସଂଘ । ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୫ଟାରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ । ସଂଗଠନର…

ଅପରାହ୍ନ ୪ଟା ୩୦ରେ ଏସିଏସଙ୍କ ବଡ ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୩୦ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା | ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବା ଏସିଏସ୍ କିଛି ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି । କରୋନା କଟକଣା…

ସଂକ୍ରମଣ ଉପରମୁହାଁ: ରାଜ୍ୟରେ ୮୬୮୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୪୧୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୩୩ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୯୪୮ ଜଣ…

କରୋନାରୁ ସୁସ୍ଥ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଆଜି ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ କରାଯାଇଛି । ସୁସ୍ଥ ହେବା ପରେ ମନମୋହନ ସିଂ ଘରକୁ ଫେରିଥିବା ସୂଚନା ମିଳିଛି ।ଏପ୍ରିଲ ୧୯ ତାରିଖରେ ଜ୍ୱର କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ ମନମୋହନ ସିଂ…

ସହିଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କୋଭିଡ୍‌ ଡ୍ୟୁଟି ସମୟରେ କୌଣସି କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍‌ ଡ୍ୟୁଟି ସମୟରେ କାର୍ଯ୍ୟରତ ଯୋଦ୍ଧାଙ୍କ ମୃତ୍ୟୁରେ…

ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ୱେବିନାର୍‌ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ |ତେବେ ଏହି ୱେବିନାର୍‌ ରେ ଯୁବ ବିଜେଡ଼ି ପକ୍ଷରୁ ଜାରି କରାଯିବ କୋଭିଡ୍ ହେଲ୍ପଲାଇନ୍ ନମ୍ବର | ଯୁବ ବିଜେଡ଼ି…

ଢେଙ୍କାନାଳ ଲଜ୍ୟା: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ

ଢେଙ୍କାନାଳ: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅଚେତ ଅବସ୍ଥାରେ ବୃଦ୍ଧାଙ୍କୁ ପକାଇ ଦୁଷ୍କର୍ମକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ…