Odia News Portal
Browsing Tag

swadhikar news

ଧୂପକାଠିର ଧୂଆଁ ହୋଇପାରେ କ୍ୟାନ୍ସରର କାରଣ..

ଭୁବନେଶ୍ବର: ଅଗରବତୀ ବା ଧୂପକାଠି ଗୃହରେ ଆଧ୍ୟାତ୍ମିକତାକୁ ସୂଚାଇବା ସହ ଏହା ଶାନ୍ତି ଏବଂ ସମୃଦ୍ଧିକୁ ମଧ୍ୟ ବୃଦ୍ଧି କରିଥାଏ। କିନ୍ତୁ ଧୂପକାଠିର ଧୂଆଁ ଆମ ଶରୀରର ପାଇଁ କେତେ କ୍ଷତିକାରକ ଆପଣ ସେ ବିଷୟରେ ଜାଣିଛନ୍ତି କି ?ତେବେ ଆସନ୍ତୁ ଜାଣିବା ଧୂପକାଠିର ଧୂଆଁ ଆମ ଶରୀରର କଣ କ୍ଷତି…

ପୁଣି ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ

ଭଦ୍ରକ: ଭଦ୍ରକ ବ୍ଲକ ଚରମ୍ପା ଏରେଇଁ ପଞ୍ଚାୟତ ଧଳସାହିରେ କୋରନା ପଜିଟିଭ୍ ଚିହ୍ନଟ ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ | ଘର ଘର ସର୍ଭିଲାନ୍ସ ସହ ଚିଲିଛି ଟ୍ରେସିଂ ଓ ଟେଷ୍ଟିଂ |

ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍

ଛତିଶଗଡ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ନିଷ୍ପତି ନେଇଛନ୍ତି ଛତିଶଗଡ଼ ସରକାର । ରାୟପୁରରେ ୧୦ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି ରାଜ୍ୟ ସରକାର ।ତେବେ ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।୯ ତାରିଖ ସନ୍ଧ୍ୟା ୬ରୁ ୧୯ ତାରିଖ ସକାଳ ୬ଟା…

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରୁଛନ୍ତି ଏଡିଜି ଜଶବନ୍ତ ଜେଠୱା

ପିପିଲି: ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପାଇଁ ପୁଲିସ ଏଡିଜି ଜଶବନ୍ତ ଜେଠୱା ଓ ପୁରୀ ଏସପି କନଓ୍ବର ବଲଓ୍ବନ୍ତ ସିଂ ପହଞ୍ଚିଛନ୍ତି । ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାସହ ଭୋଟ ଦାନ ପାଇଁ ଚାଲିଛି ସମୀକ୍ଷା ।ପିପିଲି- ଡେଲାଙ୍ଗ ନିର୍ବାଚନ…