ବସ୍ ଚଳାଚଳ ଲାଗି ଆସିବ ଗାଇଡ୍ଲାଇନ୍: ପଦ୍ମନାଭ ବେହେରା
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କୋହଳ ହୋଇଛି କରୋନା କଟକଣା । କାଟାଗୋରୀ ଏରେ ଥିବା ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଲାଗି ଅନୁମତି ମିଳିଛି । ତେବେ ଏହି ବସ୍ ଚଳାଚଳ ଲାଗି ଗାଇଡ ଲାଇନ ଆବିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍!-->…
