Odia News Portal

କୋଭାଭାକ୍ସ ଟିକା ଟ୍ରାଏଲକୁ ନା

ନୂଆଦିଲ୍ଲୀ: କୋଭାଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିଲାନି । କୋଭାଭାକ୍ସ ଟିକା ଲାଗି ଅନୁମତି ମାଗିଥିଲା ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ୍ । ୨ରୁ ୨୭ ବର୍ଷ ବୟସ୍କଙ୍କ ଉପରେ ଏହା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇଥାନ୍ତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା ମିଳିଛି ।