Odia News Portal
Browsing Tag

swadhikar

ଆଇଟି ମିନିଷ୍ଟରଙ୍କ ଆକାଉଣ୍ଟକୁ ଘଣ୍ଟେ ପାଇଁ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ…

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ…

ସମାଧାନ ହେଲା ସମସ୍ୟା, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଅପରାଜିତା

ଭୁବନେଶ୍ୱର: ସାମାନ୍ୟ ବର୍ଷା ହେଲେ ରାଜଧାନୀ ହୋଇ ଯାଉଛି ଜଳମଗ୍ନ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନୟାପଲ୍ଲୀ ଅଞ୍ଚଳର ଜଳ ନିଷ୍କାସନ ଲାଗି ୧୨୦ ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ଲାଗି ସ୍ଥାନୀୟ ଲୋକେ ସାଂସଦଙ୍କୁ ଜଣାଇଥଲେ । ଏନେଇ ପ୍ରତିରକ୍ଷା…

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିଆଁର ହାଜୀପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀର ପରିଚୟ ମିଳିନାହିଁ। ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା…

ଓଡ଼ିଶା ହେବ ବସ୍ତି ମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯିବ ଉନ୍ନତିକରଣ

ଭୁବନେଶ୍ୱର: ବସ୍ତି ବାସିନ୍ଦା ଲାଗି ଖୁସି ଖବର । ଓଡ଼ିଶା ହେବ ବସ୍ତି ମୁକ୍ତ । ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ପ୍ରକାରର ସୁବିଧା । ୨୯୯୨ ବସ୍ତିର ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନବସତି ଭଳି ବସ୍ତି…

ଆଜି କରିସ୍ମା କପୁରଙ୍କ ଜନ୍ମଦିନ

ମୁମ୍ବାଇ: କରିସ୍ମା କପୁର । ଏହି ନାମ ହିଁ ଟଥେଷ୍ଟ । ସମସ୍ତେ ଏହି ଅଭିନେତ୍ରୀଙ୍କୁ ଜାଣନ୍ତି । ୯୦ ଦଶକରେ ବଲିଉଡ଼ରେ ତାଙ୍କର ବେଶ ପତିଆରା ଥିଲା । ଆଜି ମଧ୍ୟ ସେ ବେଶ ସୁନ୍ଦର ଦେଖାଯାଉଛନ୍ତି । ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁରଙ୍କ ଜନ୍ମଦିନ । ୪୭ ବର୍ଷ ବୟସରେ ପାଦ…

ପଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ବିୟୋଗ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ପରଲୋକ । ହୃଦରୋଗରେ ପିଡିତ ହୋଇ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ବାସ ଭବନ ମାଳତିପୁଟ ପଞ୍ଚାୟତ ସିପାଇପୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ୭ଟାରେ ସେ…

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଜଟଣୀ: ସାତ ଜନ୍ମଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ମାତ୍ର ଗୋଟିଏ ଜନ୍ମ ଅଧା ନହେଉଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସାମାନ୍ୟ କଥାକଟିରୁ ହତ୍ୟା ଅଭିଯୋଗ । ଋଣ କିସ୍ତି ଶରଗ୍ଦଗ୍ଦକ୍ଟ ନପାରିବାକ କଥାରୁ ସ୍ତ୍ରୀକୁ ଧରୁଆ ଅସ୍ତ୍ରରେ କାଟିଦେଲା ସ୍ୱାମୀ ।…

ଆସୁଛି ତ୍ରୈଲୋକ୍ୟଙ୍କ ଆଉ ଏକ ନୂଆ ଗୀତ

ଭୁବନେଶ୍ୱର: ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମୁଁ କଣ ଶୁଣିଲେ ଯେ ଏଇ ସ୍କୁଲ ଉଠି ଯାଉଛି । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟଙ୍କ ଏହି ବାଇଟ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏପରିକି ତାଙ୍କ ଡାଇଲକକୁ ନେଇ ଗୀତ ମଧ୍ୟ…

ଆତ୍ମହତ୍ୟା କଲେ ସ୍କୁଲ ଶିକ୍ଷକ

ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ ନମିଳିବାରୁ ଚିନ୍ତାରେ ଥିଲେ ଶିକ୍ଷକ । ଲକଡାଉନ୍ ସମୟରେ ଘର ଚଳାଇବା…