Odia News Portal
Browsing Tag

swadhikar

୭ ବର୍ଷ ଝିଅକୁ ଶୌଚାଳୟରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନାଗପୁର: କିଛିକ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ନର ରାକ୍ଷସ । ସାମାନ୍ୟ ଦେହର ସୁଖ ଲାଗି ବୟସର ତାରତମ୍ୟ ଦେଖୁନାହିଁ ଦେହଲୋଭୀ ମଣିଣ । ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ୨୫ ବର୍ଷୀୟ ଯୁବକ । ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜା ଜନକ ଖବର । ପୋଲିସ ଅଭିଯୁକ୍ତ…

ଅଭ୍ୟାସ ମ୍ୟାଚରେ ଚମକିଲେ ଭାରତୀୟ ଖେଳାଳୀ, ପଢ଼ନ୍ତୁ କିଏ କେତେ ରନ କଲେ

ସାଉଥମ୍ପନ୍‌: ଆସନ୍ତା ୧୮ ତାରିଖରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସସିପ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଦଳ ଏକ ଇଣ୍ଟର ପ୍ରାକ୍ଟିସ ମ୍ୟାଚ ଖେଳିଛି । ତେବେ ଏହି ଅଭ୍ୟାସରେ ଖେଳାଳୀମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ…

ଆସନ୍ତାକାଲି ଶୀତଳ ଷଷ୍ଠୀ

ଭୁବନେଶ୍ୱର: ଆସନ୍ତାକାଲି ହେଉଛି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବିବାହ । ମହାଦେବ ଶିବଙ୍କ ସହ ଗିରି ନନ୍ଦିନୀ ପାର୍ବତୀଙ୍କ ବିବାହ । ଏଥି ଲାଗି ଚଳ ଚଞ୍ଚଳ ହୋଇ ଉଠିଛି ସମ୍ବଲପୁର । ଏଠାରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ଚଳିତ ବର୍ଷ ଟିକେ ଫିକା ପଡିଛି । ତେବେ କରୋନା କଟକଣାକୁ ମାନି…

୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢ଼ିବ ଆପ୍‌

ଅହମ୍ମଦାବାଦ: ଦିଲ୍ଲୀରେ ବହୁମତ ପାଇ ସରକାରରେ ଥିବା ଆମଆଦମୀ ପାର୍ଟି ୨୦୨୨ରେ ଗୁଜୁରାଟ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟରେ ପାର୍ଟି ଅଫିସ ଉଦଘାଟନ କରିବା ଅବସରରେ ଏଭଳି ଘୋଷଣା…

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ତେବେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୮ଟି…

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ୩ ଅଟକ

କନ୍ଧମାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ତେବେ ଦୁଷ୍କର୍ମ କରିବା ସହ ଭିଡିଓ ଉଠାଇଲେ ନରପିଚାଶ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର । ପିଡିତାଙ୍କ ବାପା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଡିତ ୩ଜଣଙ୍କୁ ଅଟକ…

ନିର୍ମାଣ ହୋଇନି ନୂଆ ବ୍ରିଜ, ପୁରୁଣାକୁ ଭାଙ୍ଗି ଦେଲା ପ୍ରଶାସନ

ଭଦ୍ରକ: ନୂଆ ବ୍ରିଜ ନିର୍ମାଣ ପାଇଁ ଭଙ୍ଗା ହେଲା ପୁରୁଣା ବ୍ରିଜ । ଭଦ୍ରକ କୁଆଁସ ସ୍ଥିତ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ବ୍ରିଜକୁ ଭଙ୍ଗା ହେବାକୁ ବିତିଗଲାଣି ପ୍ରାୟ ୮ ମାସ । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ନୂଆ ବ୍ରିଜ କାମ । ବ୍ରିଜ ଭାଙ୍ଗିିବାର ଆବଶ୍ୟକ ନଥାଇ ମଧ୍ୟ ରାତା ରାତି…

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ରବିବାର ମଧ୍ୟ ରାତ୍ରରେ ଏକ କ୍ୟାମ୍ପର ଅଜଣା ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ କ୍ୟାମ୍ପରରେ ଥିବା ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ…

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ…