Odia News Portal
Browsing Tag

swadhikar

ଓଡ଼ିଶାରେ ଇସିଏମଓ ଚିକିତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଇସିଏମଓ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ । କରୋନାରେ ଜଟିଳତାରେ ଚିକତ୍ସିତ ରୋଗୀଙ୍କୁ କୋଲକାତା,ହାଇଦ୍ରାବାଦ ଓ ଚେନ୍ନାଇ ନିଆଯଉଛି । ତେବେ ଓଡ଼ିଶାରେ ଇସିଏମଓ ଚିକତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରାକାର । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ…

ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ: ବହିଷ୍କୃତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଦୁଇଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ତାଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି । ୨ଲକ୍ଷ ଟଙ୍କା ସହ ୨ଜଣ ଜାମିନଦାରଙ୍କ ବଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି…

ଚାକିରୀରୁ ବହିଷ୍କୃତ ଡାକ୍ତର ବାଚସ୍ପତି ଦାଶ

ବଲାଙ୍ଗୀର: ଚାକିରୀରୁ ବହିଷ୍କୃତ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏସଡିଏମଓ ଡାକ୍ତର ବାଚସ୍ପତି ଦାଶ । ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି । ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ରୋଗୀଙ୍କୁ ଲାଞ୍ଚ ମାଗୁଥିବାର…

ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ

କଟକ: ବେଆଇ ଭାବରେ ଚାଲିଥିଲା ଇଟାଭାଟି । ଚଢ଼ାଉ କରିବା ଲାଗି ଯାଇଥିଲେ ରାଜସ୍ୱ ନିରୀକ୍ଷକ । ଶେଷରେ ଆକ୍ରମଣର ଶିକାର ହୋଇଛନ୍ତି ରାଜସ୍ୱ ନିରୀକ୍ଷକ । କଟକ ଜିଲ୍ଲା ମାହାଙ୍ଗା ମହାଙ୍ଗା ତହସିଲ ଅଧିନସ୍ଥ ପର୍ଶୁରାମପୁର ଅଞ୍ଚଳରେ ବେଆଇ ଭାବରେ ଚାଲିଥିବା ଇଟାଭାଟି ଉପରେ ଚଢ଼ାଉ କରିବାକୁ ଯାଇଥିବା…

ମଦୁଆ ବାପାକୁ ହାତ ଗୋଡ଼ ବାନ୍ଧି କୂଅରେ ପକାଇ ଦେଲେ ଦୁଇ ଭାଇ

ଭଞ୍ଜନଗର: ନିଜ ଜନ୍ମ କଲା ବାପାକୁ ମାରିଦେଲେ ଦୁଇ ଭାଇ । ସବୁଦିନ ମଦ ପିଇ ଘରେ ଝଗଡ଼ା କରୁଥିଲା ବାପା । ଶେଷରେ ବାପାହ ହାତ ଗୋଡ଼ ବାନ୍ଧି କୂଅରେ ପକାଇ ଦେଲେ ଦୁଇ ଭାଇ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଲୁ ସାହୁ । ପୋଲିସ…

ବାପାଙ୍କ ଅସୁସ୍ଥ ଖବର ପାଇ ଦେଖିବାକୁ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ: ବାପା ଅସୁସ୍ଥ ଥିବା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକଙ୍କ ସହ ଦେଖା କରିବାକୁ ବାହାରିଥିଲା ପୁଅ । ମେଡିକାଲରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଚାଲିଗଲା ପୁଅ ବୋହୂଙ୍କ ଜୀବନ । ଆଉ ଏବେ ବି ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି ୩ଜଣ । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି…

ଆଜି ଏୟାରଲିଫ୍ଟ ହେବେ ଅଭିଶେକ

ଭୁବନେଶ୍ୱର: ଆଜି ଏୟାରଲିଫ୍ଟ୍ ହେବେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର । କିଛି ସମୟ ମଧ୍ୟରେ ତାଙ୍କୁ ବିମାନ ବନ୍ଦର ନିଆଯିବ । ବିମାନ ବନ୍ଦରରେ ଏକ ଏୟାର ଆମ୍ବୁଲାନ୍ସ ଆସି ପହଞ୍ଚିଥିବା ସୂଚନା ମିଳିଛି । ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ…

ଆଜିଠୁ ପ୍ରବଳ ଛେଚିବ

ଭୁବନେଶ୍ୱର: ଆଗାମୀ ୨ରୁ ୩ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ । ପ୍ରାକ୍ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମୌସୁମୀ ପ୍ରଭାବରେ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କ୍ୟାବିନେଟରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିବାର ରହିଛି। ଏଥିରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)…

ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ…