Odia News Portal
Browsing Tag

swadhikar

ସକ୍ରିୟ ହେଉଛି ମୌସୁମୀ

ଭୁବନେଶ୍ୱର: ମୌସୁମୀ କେରଳ ଛୁଇଁବା ପରେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଆଜି କେନ୍ଦ୍ରୀୟ ଆରବସାଗରର କିଛି ଅଧିକ ସ୍ଥାନ, ସମ୍ପୂର୍ଣ୍ଣ ଉପକୂଳ କର୍ଣ୍ଣାଟକ ଓ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି।…

ମେଡିକାଲରେ ଭର୍ତ୍ତିହେଲେ ତାରା

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି କରୋନାରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ…

ରବିବାର ଭୁଲ୍‌ରେ ଏହିସବୁ ଜିନିଷ ଗ୍ରହଣ କରନ୍ତୁ ନାହିଁ ନହେଲେ ପରିବାରେ ଲାଗି ରହିବ ଅଶାନ୍ତି

ଭୁବନେଶ୍ୱର: ଆଧୁନିକ ଯୁଗରେ ମଧ୍ୟ ଲୋକେ ବାସ୍ତୁ ବିଚାର ଏବଂ ଜ୍ୟୋତିଷଙ୍କ କଥାକୁ ମାନିଥାନ୍ତି । ଆଜି ବି ଅନେକ ଜ୍ୟୋତିଷଙ୍କ କଥା ସତରେ ପରିଣତ ହୋଇଥାଏ । ତେବେ କେଉଁବାରରେ କେଉଁ ଜିନିଷ ଗ୍ରହଣ କଲେ କଣ ଅସୁବିଧା ଉପୁଜେ ତାହା ଉପରେ ନଜର ପକାନ୍ତୁ । ସୋମବାର – ଏହି ବାରରେ କାହାଠାରୁ…

ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ: ଆଜିଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି।ଏହା ଦେବସ୍ନାନପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲୁରହିବ । ଆସନ୍ତାକାଲି ଜ୍ୟେଷ୍ଠ କୃଷ୍ଣ ଏକଦଶୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିବେ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ…

ବିଦେଶ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବା ପାଇଁ ଯିବାକୁ ଥିବା ଛାତ୍ର ଛାତ୍ରୀଙ୍କୁ ଦିଆଯିବ ଟିକା । ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା…

ଜୁନ୍ ୧୦ରେ ସୂର୍ଯ୍ୟ ପରାଗ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୦ରେ ହେବ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ଏନେଇ ସୂଚନା ଦେଇଛି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ । ଆମେରିକା, ୟୁରୋପ, ଏସିଆ ମହାଦେଶରେ କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ଭାରତରେ କେବଳ…

କରୋନାରୁ ସୁସ୍ଥହେଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଦୀର୍ଘଦିନ ହେବ କରୋନା ରୋଗରେ ଆକ୍ରାନ୍ତ ଥିଲେ ବିଜେପି ନେତା ବିଜୟ ମହାପାତ୍ର । ଆଜି ସେ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ତେବେ ସମସ୍ତେ ସଚେତନାର ସହ ଚଳିବା ଲାଗି ନିବେଦନ କରିଛନ୍ତି ସେ । …

ଚିନ୍ମୟୀଙ୍କୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: କରୋନା ମହାମାରୀ ଅନେକ ଲୋକଙ୍କୁ ଦେଇଛି ନୂଆ ଶିକ୍ଷା । କରୋନା ରୋଗୀଙ୍କୁ ଛୁଇଁବାକୁ ସାହାସ କରୁଥିବା ପରିବାର ଲୋକଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଚିନ୍ମୟୀ ଦାସ । ଅନୁଗୁଳ ଅଞ୍ଚଳର ଏହି ମହିଳା ବର୍ଷେ ହେବ ଅଜଣା କରୋନା ରୋଗୀଙ୍କ ଶବ ସତ୍କାର କରୁଛନ୍ତି । ମଶାଣୀରେ ନିଜେ ଉପସ୍ଥିତ…

୧୫ରୁ ଗୁଜୁରାଟରେ ଲାଗୁହେବ ଲଭ୍‌ଜିହାଦ ଆଇନ୍‌

ଅହମଦାବାଦ: ଆସନ୍ତା ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବାକୁ ଯାଉଛି ଲଭହିହାଦ୍ ଆଇନ୍ । ଏନେଇ ଆଜି ସୂଚନା ଦେଇଛନ୍ତି ଆଚାର୍ଯ୍ୟ ଦେବବ୍ରତ । ଲଭ୍ ଜିହାଦ୍ ଆଇନ୍ ଆସନ୍ତା ଜୁନ୍ ୧୫ ତାରିଖ ଠାରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଆଇନକୁ ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ଏହି ଆଇନ୍ ବଳରେ…

ମିଲଖା ସିଂହଙ୍କ ସହ କଥାହେଲେ ମୋଦି

ନୂଆଦିଲ୍ଲୀ: ଭାରତୀୟ ଖେଳ ଜଗତର ଚର୍ଚ୍ଚିତ ଚେହେରା ମିଲଖା ସିଂହଂ । ଉଡ଼ନ୍ତା ଶିଖ୍ ଭାବେ ପରିଚିତ ମିଲ୍ଖା ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଦୌଡରେ ରେକର୍ଡ କରିଥିବା ଏହି କିମ୍ବଦନ୍ତ୍ରୀ ଖେଳାଳୀ ଏବେ କରୋନା କବଳରେ କବଳିତ । ତେବେ ଏପରି ସ୍ଥଳେ ମିଲଖାଙ୍କ ସହ କଥା ହୋଇଛନ୍ତି…